ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍

କଟକ : ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି. ପରିଧି ଭିତରେ ଉଡିପାରିବନି ଡ୍ରୋନ୍।  ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ, ତଳ ଓ ଉପର ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।  ବାଲିଯାତ୍ରା … Read More

ଜେଜେମା’ର ଅନ୍ତ୍ୟେଷ୍ଟିରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲା ନାତି

ଭଦ୍ରକ : ଜେଜେମାଆର ଅନ୍ତ୍ୟେଷ୍ଟି ରେ ନାତି ମୃତ।  ଭଦ୍ରକ ତେସିଙ୍ଗା ପଞ୍ଚାୟତ କୁଶଗଡିଆ ଗାଁରେ ଅଭାବନୀୟ ଘଟଣା।  ଜେଜେମା ଶବ ସତ୍କାର ସାରି ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ନାତିର ମୃତ୍ୟୁ।  ଗତକାଲି ରାତିରେ ପ୍ରେମଲତା ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା।  … Read More

୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଓଏଏସ ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଏହି କାମ ପାଇଁ … Read More

ମହୁମାଛି ଆକ୍ରମଣରେ ୭ ଗୁରୁତର

କାମାକ୍ଷାନଗର : ମହୁମାଛି ଆକ୍ରମଣରେ ୭ ଗୁରୁତର । ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗାଁରେ ଘଟଣା ଘଟିଛି । ରେଙ୍ଗାଳି କେନାଲ ରାସ୍ତାରେ ଲୋକ ଯିବା ଆସିବା କରୁଥିବାବେଳେ ହଠାତ୍ ଆକ୍ରମଣ କରିଥିଲେ ମହୁମାଛି । ଫଳରେ ଅଙ୍ଗନବାଡି ଦିଦି ଭାନୁମତି … Read More

ନୂଆପଡ଼ା ଉପନିର୍ବାଚନ ଲାଗି ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି, ଆସନ୍ତାକାଲି କୋର କମିଟି ବୈଠକ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ହେବେ କି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।  ତାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି ।  ନୂଆପଡ଼ା ଉପନିର୍ବାଚନ ଲାଗି ବିଜେପି ଖୁବ ଶୀଘ୍ର ଘୋଷଣା କରିବ ପ୍ରାର୍ଥୀ ।  ଆସନ୍ତାକାଲି ବସିବ ବିଜେପି … Read More

ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ। ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ, ଅନେକ ଗୁରୁତର ହୋଇଥିବା ସୂଚନା । ମୃତକମାନେ ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଂଚଳର ଶ୍ରମିକ। ଗୁରୁତରମାନେ ଶ୍ରୀକାକୁଲମ୍ ଟେକ୍କାଲି ହସ୍‌ପିଟାଲରେ ଭର୍ତ୍ତି … Read More

ରାଜଧାନୀରେ ବସ୍ତି ଅଞ୍ଚଳରୁ ହଟିଲା ଜବରଦଖଲ

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ବୁଲଡୋଜର। ଭୁବନେଶ୍ବର ଖାରବେଳନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର। ୟୁନିଟ ୩ ଶ୍ରୀୟା ଛକରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଛେଦ ଚାଲିଛି । ଖାରବେଲ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ … Read More

୪୮ ଘଣ୍ଟା ପରେ କଟକରେ ଇଣ୍ଟରନେଟ୍ ସେବା ଆରମ୍ଭ ହେଲା

କଟକ: କଟକ ମହାନଗର ନିଗମ (CMC), କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ଏବଂ କଟକ ବୟାଲିସ୍ ମୌଜା ଅଞ୍ଚଳରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପରେ ପୁନଃ ଆରମ୍ଭ ହୋଇଛି ।  ସହରରେ ହିଂସା ଏବଂ ପୋଡ଼ାଜଳା ପରେ ଜିଲ୍ଲା ପ୍ରଶାସନ ପ୍ରଥମେ … Read More

ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ ଅଧିକାରୀ

ଚଣ୍ଡିଗଡ଼: ଆତ୍ମହତ୍ୟା କଲେ ଆଇପିଏସ ଅଧିକାରୀ। ହରିୟାଣାର ଏହି ବରିଷ୍ଠ ଆଇପିଏସ ଅଧିକାରୀ ହେଉଛନ୍ତି ଓ୍ବାଇ.ଏସ. ପୁରନ। ନିଜ ସର୍ଭିସ ବନ୍ଧୁକରୁ ପୁରନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପୁଲିସ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। … Read More

ଚୋରି ବାଇକ ଚଲାଉଥିଲେ କନଷ୍ଟେବଳ, ନିଲମ୍ବନ କଲେ ଏସପି

ହାପୁଡ: ହାପୁଡ ଜିଲାରେ ଜଣେ ହେଡ୍ କନଷ୍ଟେବଳଙ୍କୁ ଚୋରି ବାଇକ୍ ଚଳାଇବା ଅଭିଯୋଗରେ ନିଲମ୍ବନ କରାଯାଇଛି। ଡିଆଇଜି ରେଞ୍ଜ ମିରଠଙ୍କ ଆଦେଶରେ ଏସପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭାଗୀୟ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଯାଇଛି। ଶନିବାର ପୁଲିସ ଷ୍ଟେସନ … Read More