ଆମେରିକାର ଶୁଳ୍କ ମାଡ଼ର ପ୍ରଭାବ, ୩୦୦୦ କୋଟି ଟଙ୍କାର ବୟନ ଶିଳ୍ପ ହେବ ପ୍ରଭାବିତ

ନୂଆଦିଲ୍ଲୀ: ଭାରତରେ ଦେଖାଦେଲାଣି ଆମେରିକାର ଶୁଳ୍କ ମାଡ଼ର ପ୍ରଭାବ। ୩୦୦୦ କୋଟି ଟଙ୍କାର ବଜାର ପ୍ରଭାବିତ। ତିରୁପୁରର କପଡ଼ା ବଜାରରୁ ନୋଏଡା ଏବଂ ସୁରଟ ପର୍ଯ୍ୟନ୍ତ ବ୍ୟବସାୟ ପ୍ରଭାବିତ। ଏହି ସହରଗୁଡ଼ିକରେ ବୟନ ଉତ୍ପାଦନ ଏକପ୍ରକାରର ବନ୍ଦ ହୋଇଯାଇଛି। ନୂଆ ଅର୍ଡର … Read More

ପାଟନା କଂଗ୍ରେସ କାର୍ଯ୍ୟାଳୟ ଉପରେ ବିଜେପିର ଆକ୍ରମଣକୁ ନେଇ ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ ୨୯।୮: ନିର୍ବାଚନୀ ରାଜ୍ୟ ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରା କାଳରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଙ୍କ ପ୍ରତି କରାଯାଇଥିବା ଅଭଦ୍ର ଟିପ୍ପଣୀ ନେଇ ଶୁକ୍ରବାର ରାଜଧାନୀ ପାଟନାରେ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମାରପିଟ ହୋଇଛି। … Read More

ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପଶବ୍ଦ ବ୍ୟବହାର ଘଟଣା; ବିଜେପି-କଂଗ୍ରେସକର୍ମୀ ଧସ୍ତାଧସ୍ତି, ଲାଠି,ଠେଙ୍ଗାରେ ହେଲା ଆକ୍ରମଣ

ପାଟନା : ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିବଙ୍ଗତ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାରକୁ ନେଇ ବିବାଦ ବୃଦ୍ଧି ପାଉଥିବା ନଜରକୁ ଆସିଛି। ଏନେଇ ଅନେକ ସ୍ଥାନରେ ମାମଲା ମଧ୍ୟ ରୁଜୁ ହୋଇଛି। ଅନେକ ବିଶିଷ୍ଟ ବ୍ୟକ୍ତି, … Read More

ଜାପାନରେ ପ୍ରଧାନମନ୍ତ୍ରୀ: କହିଲେ ଦ୍ରୁତ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି ଭାରତ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇଛନ୍ତି । ସେଠାରେ ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦୀ । ଟୋକିଓରେ ଇଣ୍ଡିଆ-ଜାପାନ ଅର୍ଥନୀତି ଫୋରମ୍‍ କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଭାରତରେ ପୁଞ୍ଜି ନିବେଶ ପାଇଁ … Read More

ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର, ଅଗଷ୍ଟ ୩୧ରେ ନୂଆ ଏନଏସି ଓ ମହାନଗର ନିଗମ ଘୋଷଣା

ଭୁବନେଶ୍ବର ୨୮।୮: ବିକଶିତ ଓଡ଼ିଶା ୨୦୩୬ ମଞ୍ଚରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ତ୍ରୀ କହିଛନ୍ତି, ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର । ଆଗକୁ ସହରୀକରଣକୁ ବୃଦ୍ଧି କରାଯିବ । ରାଜ୍ୟରେ ମାତ୍ର ୧୭%ରେ ସୀମିତ ରହିଆସିଥିବା ସହରୀକରଣକୁ ୪୦% … Read More

ସେପ୍ଟେମ୍ବର ୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର ୨୮।୮: ଆଗାମୀ ସେପ୍ଟେମ୍ବର ୧ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ତତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ଏନେଇ ସାଧାରଣ ପ୍ରଶାସନ ଓ … Read More

ନୂତନ ଓଡ଼ିଶା ଗଠନ ପାଇଁ ନବୀନ ଅବଦାନ ଲୋକଙ୍କର ଜୀବନସାରା ମନେ ରହିବ

ଭୁବନେଶ୍ବର ୨୮।୮: ବିଜେଡିରେ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ସେ କହିଛନ୍ତି, ନୂତନ ଓଡ଼ିଶା ଗଠନରେ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଥିଲା ରୂପାନ୍ତରିତ କରିବାକୁ ଉଦ୍ୟମ କରିଛନ୍ତି ଦୁଇ ଦମ୍ପତ୍ତି । ପୁରୀର ଅନେକ … Read More

ଗଣେଶ ମଣ୍ଡପ ସମ୍ମୁଖରେ ଓଲଟିଲା ମାଲବାହୀ ଟ୍ରକ୍, ଘଟଣାସ୍ଥଳରୁ ଡ୍ରାଇଭର ଜଣଙ୍କ ଫେରାର

କଟକ ୨୮।୮: କଟକ ବାଲିକୁଦା ଛକ ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣା । ଦ୍ରୁତ ଗତିରେ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ମାଲବାହୀ ଟ୍ରକ୍ । ଠିକ୍ ଗଣେଶ ମଣ୍ଡପ ସମ୍ମୁଖରେ ହିଁ ଓଲଟି ପଡ଼ିଛି ଟ୍ରକ୍ । ସୌଭାଗ୍ୟ ବଶତଃ … Read More

ଦିଲ୍ଲୀ, କଲକାତା ଅସୁରକ୍ଷିତ​‌; ମହିଳାଙ୍କ ପାଇଁ ଭୁବନେଶ୍ବର ସୁରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ଓ କଲକାତା ସମେତ ୭ଟି ସହର ମହିଳାଙ୍କ ପାଇଁ ସୁରକ୍ଷିତ ନ ଥିବା ମହିଳା ସୁରକ୍ଷା ସୂଚକାଙ୍କ, ନାରୀ- ୨୦୨୫ ରିପୋର୍ଟରୁ ଜଣାପଡିଛି। ରାଞ୍ଚି, ଶ୍ରୀନଗର, କୋଲକାତା, ଦିଲ୍ଲୀ, ଫରିଦାବାଦ, ପାଟନା ଏବଂ ଜୟପୁର ଭଳି ସହର ମହିଳାଙ୍କ … Read More

ଘୋଷଣା ହେଲାନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଗଣେଶ ପୂଜା, କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଭଳି ପାର୍ବଣରେ ପ୍ରଚାରକୁ ଜୋରଦାର କରନ୍ତି ଛାତ୍ର ସଙ୍ଗଠନ, ମାତ୍ର ଏବେ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ନିଷ୍ପତ୍ତି … Read More