ବର୍ଜ୍ୟରୁ ସବୁଜ ଇନ୍ଧନ ପ୍ରସ୍ତୁତ ହେବ : ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଓଡିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ । ଏନେଇ ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଏଥିପାଇଁ ଜମି ଓ ବର୍ଜ୍ୟ ଯୋଗାଇଦେବେ ସରକାର । କମ୍ପାନୀ ତାଙ୍କର ପ୍ଲାଣ୍ଟ୍‌ … Read More

ପ୍ରଥମ ଥର ପାଇଁ ଅନୁଗୁଳ ବନଖଣ୍ଡକୁ ଆସିଲା ‘ଐରାବତ’

ଅନୁଗୁଳ: ରାଜ୍ୟରେ ପ୍ରଥମ ଥର ପାଇଁ ହାତୀ ସ୍ଥାନାନ୍ତରଣ ପାଇଁ ଏକ ସ୍ବତନ୍ତ୍ର ଗାଡିକୁ କାର୍ଯ୍ୟରେ ଲଗାଯାଇଛି । ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ … Read More

ଖାଲି ପଡ଼ିଥିବା ସରକାରୀ ଜମିର ହେବ ବ୍ୟବସାୟୀକରଣ

ଭୁବନେଶ୍ୱର: ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ଶହ ଶହ ଏକର ଜମି ଅବ୍ୟବହୃତ ହୋଇ ପଡ଼ି ରହିଛି। ସରକାର ସେଥିରୁ ଟଙ୍କାଟିଏ ପାଉନଥିବା ବେଳେ ତାହା ଜବରଦଖଲକାରୀଙ୍କ ହାତକୁ ଚାଲିଯାଉଛି। ଏଣିକି ସରକାରୀ ବିଭାଗ ମାଲିକାନାରେ ଥିବା ଜମିକୁ ଚିହ୍ନଟ କରାଯାଇ … Read More

ଆଇଏଡିଡବ୍ଲ୍ୟୁଏସ ସଫଳ ପରୀକ୍ଷଣ କଲା ଡିଆରଡିଓ

ଭୁବେନଶ୍ବର: ଭାରତୀୟ ସେନାକୁ ମିଳିଲା ନୂଆ ଶକ୍ତି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ଓ୍ବିପନ ସିଷ୍ଟମ ବା ସମନ୍ବିତ ବାୟୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଆଇଏଡିଡବ୍ଲ୍ୟୁଏସ)ର ସଫଳ ପରୀକ୍ଷଣ କରାଯାଇଛି। ଶନିବାର ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର … Read More

ମହିଧରପଡ଼ା ମେଡିକାଲ୍‌ ପରିସରରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଭୁବନେଶ୍ବର : ନଖରା ନିକଟସ୍ଥ ମହିଧରପଡ଼ା ମେଡିକାଲ୍‌ ପରିସରରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ମେଡିକାଲ୍‌ ପରିସରରେ ଥିବା ଏକ ଗଛ ମୂଳରୁ ସ୍ଥାନୀୟ ଲୋକେ ଆଜି ଏହି ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି । କିଏ … Read More

ସବୁ ଥାନାରୁ ହଟିବ ଜବତ ଅଚଳ ଗାଡି

ଭୁବନେଶ୍ୱର : ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି … Read More

ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଖସିଲା ବୋଲେରୋ, ଡ୍ରାଇଭର ଅବସ୍ଥା ସଙ୍କଟାପନ୍ନ

ପୁରୀ : ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଖସିଲା ବୋଲେରୋ । ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟି ଲେବଲ୍ ପାର୍କିଂରୁ ତଳକୁ ଖସି ପଡ଼ିଛି ବୋଲେରୋ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଛନ୍ତି । ଭାଗ୍ୟବଶତଃ ଗାଡ଼ିରେ କୌଣସି ଯାତ୍ରୀ ନଥିଲେ । ଉପରମହଲାରୁ … Read More

ରାସ୍ତା ଅବସ୍ଥା ଖରାପ: ଚାଲି ଚାଲି ଆମ୍ଭୁଲାନ୍ସ ନିକଟକୁ ଗଲେ ଗର୍ଭବତୀ

ଘଟଗାଁ: ଗାଁକୁ ଭଲ ରାସ୍ତା ନଥିବାରୁ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ଗର୍ଭବତୀ ମହିଳା । ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ବହୁ କଷ୍ଟରେ ଯାଉଛନ୍ତି । ସାଙ୍ଗରେ ଥିବା ସମ୍ପର୍କୀୟମାନେ ମହିଳାଙ୍କୁ ଧରି ନାଳ ପାର୍ ହେଉଥାନ୍ତି … Read More

ଧୋଇଗଲା ସୁଡଙ୍ଗ ନଡ଼ସାହି ପୋଲ, ଲୋକେ ଜଳବନ୍ଦୀ

ବାଂଶପାଳ : ଧୋଇଗଲା ପୋଲ । ଅନ୍ୟ ଉପାୟ ନପାଇ ବାଇକ୍ କୁ ହାତରେ ଉଠାଇ ନାଳ ପାର୍ କଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସୀମାନ୍ତ ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡଙ୍ଗ ନଡ଼ସାହି ରାସ୍ତାରେ … Read More

ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ, ଜନ୍ମ ପରେ ଅଢ଼େଇ ମାସ ହେବ ଅସୁସ୍ଥ ଥିଲା

ବାରଙ୍ଗ :  ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି ।  ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ କୁ ହ୍ରାସ ପାଇଛି ।  ଧଳା ବାଘୁଣୀ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶ ସହ … Read More