ପୋଟେରୁ ଓ କାଙ୍ଗୋରୁକୋଣ୍ଡା ପୋଲ ଉପରେ ୪ ଫୁଟ୍ ପାଣି, ଯାତାୟତ ଠପ୍
ମାଲକାନଗିରି: ଛାଡ଼ିଲା ବର୍ଷା, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିନି। ଲଗାଣ ବର୍ଷା ଯୋଗୁ ଏବେ ବି କାଙ୍ଗୋରୁକୋଣ୍ଡା ଓ ପୋଟେରୁ ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି। ଏହି କାରଣରୁ ୩୨୬ ନଂ ଜାତୟ ରାଜପଥରେ ଯାତାୟାତ ଠପ୍ … Read More
