ଶିବୁ ସୋରେନଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଜଣେ ପ୍ରମୁଖ ଆଦିବାସୀ ନେତା ଥିଲେ । ଆଦିବାସୀ ଅବହେଳିତ ଲୋକଙ୍କ ଅଧିକାର ଲଢେଇ ପାଇଁ ତାଙ୍କର … Read More
