ଚନ୍ଦ୍ରଯାନ-୫ ମିସନ ପାଇଁ ହାତ ମିଳାଇବେ ଇସ୍ରୋ ଓ ଜାପାନୀ ମହାକାଶ ସଂସ୍ଥା

ଟୋକିଓ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚନ୍ଦ୍ରଯାନ-୫ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଜାପାନ ଏରୋସ୍ପେସ୍ ଅନୁସନ୍ଧାନ ସଂସ୍ଥା (ଜାକ୍ସା) ମଧ୍ୟରେ ସହଯୋଗ ଘୋଷଣା କରିଛନ୍ତି। ମୋଦୀ କହିଛନ୍ତି ଯେ ଆମେ ଚନ୍ଦ୍ରଯାନ-୫ ମିଶନ … Read More

ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ; ସରକାରଙ୍କ ବଡ ଘୋଷଣା

ପାଟନା : ମହିଳାଙ୍କ ପାଇଁ ବଡ ଘୋଷଣା। ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୯ ଅଗଷ୍ଟରେ ଏକ ବଡ ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି … Read More

ରାସ୍ତା ମଝିରେ ଖଣ୍ଡା ଧରି ଗଟକା ପ୍ରଦର୍ଶନ କରୁଥିବା ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା କଲା ଆମେରିକା ପୁଲିସ

ୱାଶିଂଟନ ଡିସି: ଆମେରିକାରୁ ଜଣେ ୩୫ ବର୍ଷୀୟ ଶିଖ୍ ଯୁବକଙ୍କୁ ଗୁଳି ମାରି ହତ୍ୟା କଲା ଆମେରିକା ପୁଲିସ। ଆମେରିକା ଲସ୍ ଆଞ୍ଜେଲସ୍‌ରେ ଯୁବକ ଜଣଙ୍କ ରାସ୍ତା ମଝିରେ ପ୍ରାଚୀନ ସାମରିକ କଳା ଗଟକାର ପ୍ରଦର୍ଶନ କରୁଥିବା ସସମୟରେ ପୁଲିସକୁ ଆକ୍ରମଣ … Read More

ପ୍ରଥମ ଥର ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କଲା ଋଷିଆ, ବୁଡାଇ ଦେଲା ୟୁକ୍ରେନର ଯୁଦ୍ଧପୋତ

ମସ୍କୋ ୨୯।୮: ୟୁକ୍ରେନ ବିପକ୍ଷରେ ଜାରି ଯୁଦ୍ଧରେ ଋଷିଆ ପ୍ରଥମ ଥର ସମୁଦ୍ର ଡ୍ରୋନ ବ୍ୟବହାର କରିଛି। ଏଥିରେ ୟୁକ୍ରେନ ନୌସେନାର ସବୁଠୁ ବଡ଼ ଯୁଦ୍ଧପୋତକୁ ବୁଡାଇ ଦିଆଯାଇଛି। ଋଷିଆ ଦାବି କରିଛି ଯେ ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କରି ୟୁକ୍ରେନ … Read More

ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ

ନୂଆଦିଲ୍ଲୀ : ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଶୁକ୍ରବାର ନିଯୁକ୍ତ କରାଯାଇଛି। ପୂର୍ବରୁ ତାଙ୍କୁ ରଘୁରାମ ରାଜନଙ୍କ ପରେ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ତାଙ୍କୁ ଆଇଏମଏଫରେ ଏକ ନୂଆ … Read More

ମୋଦିଙ୍କ ମାଙ୍କ ପ୍ରତି ଅପଶବ୍ଦ ବ୍ୟବହାରକୁ ନେଇ ବିହାରରେ FIR, ନିଜଆଡୁ ସଂଜ୍ଞାନ ନେଲେ ମହିଳା ଆୟୋଗ

ପାଟନା ୨୯।୮: ଭୋଟ ଅଧିକାର ଯାତ୍ରା କାଳରେ କଂଗ୍ରେସ୍-ଆରଜେଡି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଙ୍କ ନିମନ୍ତେ ଅପଶବ୍ଦ ପ୍ରୟୋଗ କରାଯାଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କାର୍ଯ୍ୟକର୍ତ୍ତାଙ୍କୁ ମଞ୍ଚରେ ଛିଡା ହୋଇ … Read More

ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାର ସ୍ଥିରତା ପାଇଁ ଭାରତ ଓ ଚୀନକୁ ଏକାଠି ହେବାକୁ ପଡିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚୀନ ଗସ୍ତର ଗୋଟିଏ ଦିନ ପୂର୍ବରୁ ଜାପାନରୁ ରାଷ୍ଟ୍ରପତି ଜିନପିଙ୍ଗ ପାଇଁ ବନ୍ଧୁତ୍ୱର ବାର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଜାପାନରେ ପ୍ରତିକ୍ରିୟା ଦେଇ ମୋଦୀ କହିଛନ୍ତି ଯେ ଭାରତ ଏବଂ ଚୀନ୍, ଦୁଇଟି ପ୍ରମୁଖ ଅର୍ଥନୀତି। ତେଣୁ … Read More

ଆମେରିକାର ଶୁଳ୍କ ମାଡ଼ର ପ୍ରଭାବ, ୩୦୦୦ କୋଟି ଟଙ୍କାର ବୟନ ଶିଳ୍ପ ହେବ ପ୍ରଭାବିତ

ନୂଆଦିଲ୍ଲୀ: ଭାରତରେ ଦେଖାଦେଲାଣି ଆମେରିକାର ଶୁଳ୍କ ମାଡ଼ର ପ୍ରଭାବ। ୩୦୦୦ କୋଟି ଟଙ୍କାର ବଜାର ପ୍ରଭାବିତ। ତିରୁପୁରର କପଡ଼ା ବଜାରରୁ ନୋଏଡା ଏବଂ ସୁରଟ ପର୍ଯ୍ୟନ୍ତ ବ୍ୟବସାୟ ପ୍ରଭାବିତ। ଏହି ସହରଗୁଡ଼ିକରେ ବୟନ ଉତ୍ପାଦନ ଏକପ୍ରକାରର ବନ୍ଦ ହୋଇଯାଇଛି। ନୂଆ ଅର୍ଡର … Read More

ପାଟନା କଂଗ୍ରେସ କାର୍ଯ୍ୟାଳୟ ଉପରେ ବିଜେପିର ଆକ୍ରମଣକୁ ନେଇ ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ ୨୯।୮: ନିର୍ବାଚନୀ ରାଜ୍ୟ ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରା କାଳରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଙ୍କ ପ୍ରତି କରାଯାଇଥିବା ଅଭଦ୍ର ଟିପ୍ପଣୀ ନେଇ ଶୁକ୍ରବାର ରାଜଧାନୀ ପାଟନାରେ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମାରପିଟ ହୋଇଛି। … Read More

ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପଶବ୍ଦ ବ୍ୟବହାର ଘଟଣା; ବିଜେପି-କଂଗ୍ରେସକର୍ମୀ ଧସ୍ତାଧସ୍ତି, ଲାଠି,ଠେଙ୍ଗାରେ ହେଲା ଆକ୍ରମଣ

ପାଟନା : ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିବଙ୍ଗତ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାରକୁ ନେଇ ବିବାଦ ବୃଦ୍ଧି ପାଉଥିବା ନଜରକୁ ଆସିଛି। ଏନେଇ ଅନେକ ସ୍ଥାନରେ ମାମଲା ମଧ୍ୟ ରୁଜୁ ହୋଇଛି। ଅନେକ ବିଶିଷ୍ଟ ବ୍ୟକ୍ତି, … Read More