ଗୋପାଳପୁର ଗଣଦୁଷ୍କର୍ମ ଘଟଣା: ବାଳ ଅପରାଧୀକୁ ସାବାଳକ ବିବେଚନା କରିବାକୁ ପୋଲିସର ଆବେଦନ
ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ଗୋପାଳପୁର ବିଚରେ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ନାବାଳକ ସଂପୃକ୍ତ ଥିବା ବେଳେ ସେମାନଙ୍କୁ ବାଳ ଅପରାଧୀ ନୁହେଁ ସାବାଳକ ଅପରାଧୀ ଭାବେ ବିବେଚନା କରିବାକୁ ଆବେଦନ କରିଛି ପୋଲିସ । ବ୍ରହ୍ମପୁର ପୋଲିସ ଜୁଭେନାଇଲ ଜଷ୍ଟିସ … Read More
