ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ୍‌ ଯବାନ ମୃତ

ଇସଲାମାବାଦ : ଉତ୍ତରପଶ୍ଚିମ ପାକିସ୍ତାନରେ ଶନିବାର ଆତ୍ମଘାତୀ ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ ଘଟିଛି । ଖାଇବର ପଖଟୁଙ୍ଖୱା ଉତ୍ତର ୱାଜିରିସ୍ତାନରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି । ୧୩ ପାକ୍‌ ଯବାନଙ୍କ ମୃତ୍ୟୁ ହେବା ସହ ଆଉ ୧୦ … Read More

କାଳିଆ ସାଆନ୍ତଙ୍କ ଲୀଳା କ୍ଷେତ୍ର କାଙ୍କଣଶିଖରୀରେ ନିଆରା ରଥଯାତ୍ରା, ଜଳ ରାଶିରେ ଗଲେ ମହାପ୍ରଭୁ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରଥଯାତ୍ରା ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଭକ୍ତ ଓ ଭଗବାନଙ୍କ … Read More

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ଗଞ୍ଜାମ ଓ ପୁରୀ ସମେତ ଏକାକାଳୀନ ୭ଟି … Read More

ଖାମେନିଙ୍କୁ ଅପମାନିତ କରନ୍ତୁ ନାହିଁ ଟ୍ରମ୍ପ ; ନହେଲେ ନିଜର ଶକ୍ତି ଦେଖାଇବେ – ଇରାନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି, ଯଦି ଟ୍ରମ୍ପ ସତରେ ଇରାନ ସହ ବୁଝାମଣା କରିବାକୁ ଚାହୁଁଛନ୍ତି ତେବେ ଅପମାନଜନକ ଭାଷାରୁ ଦୂରେଇ ରୁହନ୍ତୁ … Read More

ପୁରୀରେ ଗୌତମ ଆଦାନୀ ଶରଧା ବାଲିରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଲେ ଗୌତମ ଆଦାନୀ ଏବଂ ତାଙ୍କ ପରିବାର ଲୋକ । ସେ ଭୁବନେଶ୍ବରରେ ପହଞ୍ଚି ପୁରୀ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି । ତାଙ୍କ ଲକ୍ଷ୍ୟ ହେଉଛି ଯେ, ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପ୍ରସାଦ … Read More

ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ: ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି। ରତ୍ନ ସିଂହାସନ ଛାଡ଼ି ନବଦିନାତ୍ମକ ଯାତ୍ରାରେ ମାଉସୀ ମା ଘରକୁ ଯାଇଛନ୍ତି ମହାବାହୁ। ଏହାରି ମଧ୍ୟରେ ପୁଣି ଆରମ୍ଭ … Read More

ବଲିଉଡ ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ

ବଲିଉଡ ଅଭିନେତ୍ରୀ ତଥା ମଡେଲ ଶେଫାଳୀ ଜରିୱାଲାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାମ ତ୍ୟାଗୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । … Read More

ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଶରଧାବାଲିରେ ପହଞ୍ଚିଲା ୩ ରଥ

ଶରଧାବାଲିରେ ପହଞ୍ଚିଛି ୩ ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦଘୋଷ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ଶରଧାବାଲିରେ  ପ୍ରଥମେ ବଡ଼ ଠାକୁର … Read More

ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଜଣେ ଗିରଫ

ଭଦ୍ରକ: ହାୱଡା ଯାଉଥିବା ୧୨୦୭୪ ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଭଦ୍ରକ ରେଳ ସୁରକ୍ଷା ବଳ (ଆରପିଏଫ୍) ଜଣକୁ ଗିରଫ କରିଛି। ଜୁନ୍ ୨୭ ସକାଳ ୮ଟା ୧୫ ମିନିଟ୍ ସମୟରେ ଖୋର୍ଦ୍ଧା ରୋଡ ଡିଭିଜନାଲ ସିକ୍ୟୁରିଟି କଣ୍ଟ୍ରୋଲ … Read More

ମହାପ୍ରଭୁଙ୍କ ଦର୍ଶନ ସହ ସୁବ୍ୟବସ୍ଥିତ ଆୟୋଜନକୁ କଲେ ପ୍ରଶଂସା କଲେ ଧର୍ମେନ୍ଦ୍ର

ପୁରୀ: ପବିତ୍ର ରଥଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, … Read More