ଋଷର ଘନ ଘନ ଆକ୍ରମଣ: ୟୁକ୍ରେନ ଦାବି କଲା, ‘ଅଧିକାଂଶ ଡ୍ରୋନ୍ ଓ ମିସାଇଲ୍କୁ ପଣ୍ଡ କରିଦେଲୁ’
କିଭ୍/ମସ୍କୋ: ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷ ପକ୍ଷରୁ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ଭୟାବହ ବାୟୁ ଆକ୍ରମଣ କରାଯାଇଛି। ଶନିବାର ବିଳମ୍ବିତ ରାତିରୁ ରବିବାର ପର୍ଯ୍ୟନ୍ତ ହୋଇଥିବା ଏହି ଆକ୍ରମଣ ପରେ ଯୁଦ୍ଧ ଆହୁରି ଭୟଙ୍କର ରୂପ … Read More
