ଆଗର୍ଦା ଖେଳ ପଡ଼ିଆ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ଆନନ୍ଦପୁର : ଆଗର୍ଦା ଖେଳ ପଡ଼ିଆ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ୍ୟକୁ ନେଇ ସନ୍ଦେହ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଆଗର୍ଦା ଖେଳ ପଡ଼ିଆ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଛି ।  କିଛି ସ୍ଥାନୀୟ … Read More

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍‌ ପ୍ରସଙ୍ଗ; ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଲା । ମଙ୍ଗଳବାର ଶୁଣାଣି ପରେ ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି । ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ବର୍ତ୍ତମାନ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ଗିରଫ … Read More

ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ – ମୋଦୀ

ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇ ଏକ ପରିବର୍ତନକାରୀ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତର ଉତ୍ପାଦନ ଏବଂ ଶିଳ୍ପ ଅଭିବୃଦ୍ଧିର ମେରୁଦଣ୍ଡ ହେଉଛି ଆମର ଏମଏସଏମଇ କ୍ଷେତ୍ର।ମଙ୍ଗଳବାର ବଜେଟ ପରବର୍ତ୍ତୀ ୱେବିନାରରେ ଯୋଗ ଦେଇ ଶ୍ରୀ … Read More

ସାମନ୍ତରାପୁର ଏଟିଏମ ତାଡ଼ି ଲୁଟ ଘଟଣାରେ ୨ ମାଷ୍ଟର ମାଇଣ୍ଡ ଗିରଫ

ଭୁବନେଶ୍ବର : ଭୁବନେଶ୍ବର ସାମନ୍ତରାପୁର ଏଟିଏମ ତାଡ଼ି ଲୁଟ ଘଟଣାରେ ୨ ମାଷ୍ଟର ମାଇଣ୍ଡ ଗିରଫ  । ଗିରଫ ଦୁଇ ମାଷ୍ଟରମାଇଣ୍ଡ ଅନ୍ତଃରାଜ୍ୟ ଏଟିଏମ ଲୁଟେରା  । ପଶ୍ଚିମ ବଙ୍ଗରୁ ମିଜାନୁର ରହେମାନ ବା ରାଜୁକୁ ଏବଂ ରୁସ୍ତମକୁ ଉତ୍ତର ପ୍ରଦେଶର ଗଜିଆବାଦରୁ … Read More

‘ବିଜେଡିର ସମ୍ପତ୍ତି ନଥିଲେ ବିଜୁ ବାବୁ’ : ମନ୍ତ୍ରୀ

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସକୁ ନେଇ ବିଜେଡି ଲଗାତାର ସରକାରଙ୍କୁ ଆଜି ଟାର୍ଗେଟ କରିଥିବା ବେଳେ ଏହାର କଡା ଜବାବ ରଖିଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିଜୁ ବାବୁଙ୍କୁ ବିଜେପି ସରକାର ଅସମ୍ମାନ କରୁଥିବା ଲାଞ୍ଛନାକୁ ନେଇ ମନ୍ତ୍ରୀ କହିଛନ୍ତି, … Read More

ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ, ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ

ଅନୁଗୁଳ : ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ । ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଦୁଇ ଜୁନିଅଲ ଆକାଉଣ୍ଟାଣ୍ଟ । ରାଇସ ମିଲ ମାଲିକଙ୍କ ବକେୟା ବିଲ ମଞ୍ଜୁର କରିବାକୁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଆକାଉଣ୍ଟାଣ୍ଟ … Read More

ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଆଶ୍ଵସ୍ତ, ଏତଲା ଦାୟର ନିର୍ଦେଶ ସ୍ଥଗିତ

ମୁମ୍ବଇ: ଶେୟାର ବଜାର ଠକେଇ ମାମଲାରେ ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ଆଶ୍ଵସ୍ତି ମିଳିଛି। ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଏତଲା ଦାୟର କରିବା … Read More

ମହିଳା ଦିବସରେ ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ, ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ବର: ଆସନ୍ତା ୮ ତାରିଖ, ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବ୍ରହ୍ମପୁର ଗସ୍ତରେ ଯିବେ । ଉକ୍ତ ଦିନ ସୁଭଦ୍ରାର ଦ୍ବିତୀୟ କିସ୍ତି ମହିଳାମାନଙ୍କୁ ବଣ୍ଟା ଯିବାକୁ ଥିବା ବେଳେ ବ୍ରହ୍ମପୁର ସଭାରେ ଏହାର ବଣ୍ଟନ କରିବେ … Read More

ରେକର୍ଡ ତାତି, ଝାରସୁଗୁଡ଼ାରେ ସର୍ବାଧିକ ୩୭. ୮ ଡିଗ୍ରୀ ସେଲସିୟସ

ଭୁବନେଶ୍ବର : ମାର୍ଚ୍ଚ ଆରମ୍ଭରୁ ରେକର୍ଡ ତାତି । ରାଜ୍ୟରେ ଉପର ମୁହାଁ ହେଲାଣି ପାରଦ। ୩୭ ଡିଗ୍ରୀ ପାର କଲା ତାପମାତ୍ରା । ଝାରସୁଗୁଡ଼ା ଓ ସମ୍ବଲପୁରରେ ଡହ ଡହ ତାତି। ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୩୭. … Read More

ଲିଙ୍ଗରାଜ ମନ୍ଦିର ବେଢାରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରିସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଫଟୋ ଉଠାଇବାକୁ ନେଇ ବିବାଦ ଦେଖାଦେଇଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଅନେକ … Read More