ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍ପେଣ୍ଡ
ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୂଚନା ମୁତବକ, ମଙ୍ଗଳବାର ବିଧାନସଭା ଅଧିବେଶନ ଚାଲିଥିବା … Read More