ହିଂସା ମାମଲାରେ ସମ୍ଭଲ ଜାମା ମସଜିଦ ମୁଖ୍ୟ ଗିରଫ
ସମ୍ଭଲ : ୟୁପିର ସମ୍ଭଲ ହିଂସା ମାମଲାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଗିରଫଦାରୀ ହୋଇଛି। ଜାମା ମସଜିଦର ମୁଖ୍ୟ ଜାଫର ଅଲ୍ଲୀଙ୍କୁ ଗିରଫ କରାଯାଇଛି। ସମ୍ଭଲ ପୁଲିସର ସୂଚନା ଅନୁଯାୟୀ, ୨୪ ନଭେମ୍ବର ୨୦୨୪ରେ ଘଟିଥିବା ହିଂସା ଘଟଣାରେ ଜଫର ଅଲିଙ୍କୁ … Read More