ବିଧାନସଭାରେ ପଖାଳ ଦିବସ ପାଳିତ, ପଖାଳ ଖାଇଲେ ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ଓ ମନ୍ତ୍ରୀ

ଭୁବନେଶ୍ବର: ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ସମଗ୍ର ରାଜ୍ୟ ପାଳୁଛି ପଖାଳ ଦିବସ । ଏହି ଅବସରରେ … Read More

ଆଇପିଏଲ ୨୦୨୫ ପୂର୍ବରୁ ନିୟମରେ ପରିବର୍ତ୍ତନ କଲା ବିସିସିଆଇ

ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ୨୦୨୫ ପୂର୍ବରୁ ବିସିସିଆଇ କେତେକ ପରିବର୍ତ୍ତନ କରିଛି। ଗୁରୁବାର ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରି-ସିଜନ ବୈଠକରେ ସମସ୍ତ ୧୦ ଅଧିନାୟକ ଏବଂ ଟିମ୍ ମ୍ୟାନେଜରଙ୍କୁ ଭେଟି କ୍ରିକେଟ୍ ବଲରେ ଲାଳ ବ୍ୟବହାରକୁ ପ୍ରତ୍ୟାହାର … Read More

ଶୌଚାଳୟରେ ମୃତ ଛୁଆକୁ ଜନ୍ମଦେଲେ କଲେଜ ଛାତ୍ରୀ

ନୟାଗଡ: ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଶୌଚାଳୟରେ ଛୁଆ ଜନ୍ମ କଲେ ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ … Read More

୨୫ ସେଲିବ୍ରିଟିଙ୍କ ନାଁରେ ଏତଲା

ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ସମେତ ପ୍ରାୟ ୨୫ ଜଣ ଲୋକପ୍ରିୟ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ। ଏମାନଙ୍କ ବିରୋଧରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ … Read More

‘ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ’

ଭୁବନେଶ୍ୱର: ରାଜ୍ୟରେ ଥିବା ବେସରକାରୀ କଲେଜଗୁଡ଼ିକର ପରିଚାଳନା ଭାର ସରକାର ହାତକୁ ନିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖା ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଶିବଵ୍ରତ ଦାସଙ୍କ ନେତୃତ୍ୱରେ ଏକ … Read More

ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁ ନଥିଲେ ଭି କେ ପାଣ୍ଡିଆନ୍‌: ପଦ୍ମଲୋଚନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସରକାରରେ ୫ଟି ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ୍‌ଙ୍କୁ ବାଲେଶ୍ବର ଜିଲ୍ଲା ସିମୁଳିଆରୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଟାର୍ଗେଟ୍‌ କରିଛନ୍ତି। ପାଣ୍ଡିଆନ୍‌ଙ୍କୁ ନେଇ ଶ୍ରୀ ପଣ୍ଡା ସାଙ୍ଘାତିକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ … Read More

ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ରାସନ୍‌ କାର୍ଡ ଫେରାଇଲେଣି ୨୩୧୩୮ ଅଯୋଗ୍ୟ ହିତାଧିକାରୀ। ତେବେ ରାସନକାର୍ଡ ଫେରାଇଥିବା ପରିବାରର ସଦସ୍ୟ ସଂଖ୍ୟା ୮୭୮୪୪। ସେହିପରି ରାଜ୍ୟରେ ୪ ଲକ୍ଷ ୮ ହଜାର ୧୦୭ ଭୂତ କାର୍ଡକୁ ବାଦ୍‌ ଦିଆଯାଇଛି। ମୃତ୍ୟୁ ପରେ ବି ଏହି ଲୋକମାନଙ୍କ … Read More

ଆସନ୍ତା ବର୍ଷ ଭାରତ ହେବ ନକ୍ସଲ ମୁକ୍ତ: ୨୬ ନକ୍ସଲ ଏନକାଉଣ୍ଟର ପରେ ଶାହାଙ୍କ ବଡ ବୟାନ

ନୂଆଦିଲ୍ଲୀ: ଏନକାଉଣ୍ଟରରେ ଥରିଛି ଛତିଶଗଡର ଛାତି । ଜଙ୍ଗଲରେ ଶୁଭିଛି ଗୁଳିର ଗର୍ଜନ । ଆଉ ଯବାନଙ୍କ ଗୁଳିରେ ଟଳିପଡିଛନ୍ତି ୨୬ ମାଓବାଦୀ । ଇଟାର ଜବାବ ପଥରରେ ଦେଇଛନ୍ତି ସୁରକ୍ଷା କର୍ମୀ । ଛତିଶଗଡର ୨ଟି ଅଲଗା ଅଲଗା ସ୍ଥାନରେ … Read More

ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର IT ରେଡ୍

ଅନୁଗୁଳ:  ବଡ ଧରଣର ଆୟକର ଚଢ଼ାଉ । ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ ହୋଇଛି । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍ । ଆୟକର ଫାଙ୍କିବା ନେଇ ଚଢ଼ାଉ ଚାଲିଥିବା ସୂଚନା … Read More

ଓଡିଶାରୁ ଚାଇନା ଯାଉଛି ଲୁହା ପଥର: ଗଲାଣି ୧୮ ଲକ୍ଷ ମେଟ୍ରିକ୍ ଟନ୍

ଭୁବନେଶ୍ବର: ଖଣିଜ ପଦାର୍ଥରେ ଭରପୂର ଓଡିଶା ରାଜ୍ୟରୁ ଚାଇନା ନେଉଛି ଲୁହାପଥର । ରାଜ୍ୟରେ ଲୁହାପଥର ରପ୍ତାନୀରୁ ଆଦାୟ ହେଉଥିବା ରାଜସ୍ୱକୁ ନେଇ ତଥ୍ୟ ଦେବା ବେଳେ ଏହି ସୂଚନା ରଖିଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା … Read More