ଆଇପିଏଲରେ ତମାଖୁ ଓ ମାଦକଦ୍ରବ୍ୟ ବିଜ୍ଞାପନ ନିଷେଧ
ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ କୌଣସି ପ୍ରକାର ତମାଖୁ ଏବଂ ମାଦକଦ୍ରବ୍ୟର ବିଜ୍ଞାପନ ପ୍ରସାରିତ ହେବ ନାହିଁ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲକୁ ନିର୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବାସ୍ଥ୍ୟ … Read More