ଶ୍ରୀଲଙ୍କା ୩୦୨ ରନ୍‌ରେ ପରାସ୍ତ; ସେମିଫାଇନାଲ୍‌ରେ ଭାରତ

  ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌-୨୦୨୩ରେ ଗୁରୁବାର ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଆଜି ବିଶାଳ ବିଜୟ ହାସଲ କରିଛନ୍ତି। ବ୍ୟାଟିଂରେ ବିରାଟ କୋହଲି, ଶୁବମନ୍‌ ଗିଲ … Read More

‘ମୋ ପୁଅକୁ ସୁପାରି ଦିଆଯାଇ ହତ୍ୟା କରାଯାଇଛି,ସିବିଆଇ ତଦନ୍ତ କରାଯାଉ’

ଜଟଣୀ : ଜଟଣୀ ବେଣାପଞ୍ଜରୀ ଗାଁର ନବମ ଛାତ୍ର ଶୁଭମ ପାଲଟାସିଂଙ୍କୁ ବୀଭତ୍ସ ଭାବେ ହତ୍ୟା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଶୁଭମଙ୍କୁ ବକେୟା ଟିଉସନ୍‌ ଫି’ ପାଇଁ ହତ୍ୟା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସାମ୍ବାଦିକ ସମ୍ମିଳନୀ କରି … Read More

ବିଜେଡିର ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଲେ ବରିଷ୍ଠ ନେତାମାନେ

ଭୁବନେଶ୍ୱର : ପ୍ରାୟ ଅଢ଼େଇ ବର୍ଷର ସାଂଗଠନିକ ନିର୍ବାସନର ଅନ୍ତ ହୋଇଛି । ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁଣିଥରେ ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଛନ୍ତି । ତାଙ୍କୁ ଦୀର୍ଘଦିନ ଧରି କୋଣଠେସା କରିଥିବା ବିଜେଡି ରଣନୀତିକାର ଏବେ … Read More

ଅଧ ରାତିରେ ପ୍ରସୂତିଙ୍କୁ ରାସ୍ତାରେ ଓହ୍ଲାଇଦେଲା ୧୦୮ ଆମ୍ୱୁଲାନ୍ସ

ବାରିପଦା : ରାତି ସାଢ଼େ ୧୧ଟାରେ ପ୍ରସୂତିଙ୍କୁ ରାସ୍ତା ମଝିରେ ଓହ୍ଲାଇ ଦେଲା ୧୦୮ ଆମ୍ୱୁଲାନ୍ସ ଡ୍ରାଇଭର। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ରିପୋର୍ଟ ତଲବ କରିଛନ୍ତି ସିଡିଏମ୍‌ଓ।ଗତ ୩୧ … Read More

ଏବେ କୋଟିଆ ଉପରେ ନଜର: ଫାଟୁସିନେରିରେ ମେଗା ସ୍ୱାସ୍ଥ୍ୟ ମେଳା

କୋରାପୁଟ/ପଟ୍ଟାଙ୍ଗି: ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ନିଜର କରିବାକୁ ଉଦ୍ୟମରେ ଆନ୍ଧ୍ରକୁ ଶକ୍ତ ଧକ୍କା। ଆଜି କୋଟିଆ ପଞ୍ଚାୟତର ଫାଟୁସିନେରିରେ ମେଗା ସ୍ବାସ୍ଥ୍ୟ ମେଳା କରିଛି ପଟାଙ୍ଗି ବ୍ଲକ ପ୍ରଶାସନ। ଆଦିବାସୀ ଗୀତରେ ଲୋକଙ୍କୁ ସଚେତନ କରିବା ସହ ଜନସଂପର୍କକୁ … Read More

ଡିସେମ୍ବରରେ ନୂଆ ରୂପ ନେବ ଉଦ୍ଭିଦ ଉଦ୍ୟାନ

ଭୁବନେଶ୍ୱର : ଓଡ଼ିଶାର ଗାଁ ଗହଳିରେ ୬ରୁ ୮ ପ୍ରଜାତିର ବାଉଁଶ ଦେଖିବାକୁ ମିଳିଥାଏ। ଗଣ୍ଠି ବାଉଁଶ, କଣ୍ଟା ବାଉଁଶ, ନଳୀ ବାଉଁଶ ପରି ପ୍ରଜାତି ସାଧାରଣ ଲୋକଙ୍କ ନିକଟରେ ବେଶ ପରିଚିତ ନାଁ। ଏହାବାଦ୍‌ ମଧ୍ୟ ରାଜ୍ୟ ତଥା … Read More

୨ହଜାର ଟଙ୍କିଆ ବଦଳ ପାଇଁ ଭିଡ଼: ଇଡି, ଇଓଡବ୍ଲ୍ୟୁକୁ ଦେଖି ଉଭାନ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦୁଇ ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ ଅନେକ ଲୋକ। ହଜାର ହଜାର ଟଙ୍କା ବଦଳାଉଥିଲେ। ହଠାତ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ … Read More

ଜମ୍ମୁକଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ନେ‌ଲେ ରଶ୍ବିରଂଜନ

ଭୁବନେଶ୍ବର : ନୂଆଦିଲ୍ଲୀ: ୧୯୯୧ ବ୍ୟାଚର( ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ-ଏଜିଏମୟୁଟି) କ୍ୟ‌ାଡର ଆଇପିଏସ୍‌ ଅଧିକାରୀ ତଥା ଓଡିଆ ପୁଅ ରଶ୍ମିରଂଜନ ସ୍ବାଇଁ ଜମ୍ମୁ-କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଛନ୍ତି। ଜମ୍ମ-କଶ୍ମୀର ପୁଲିସ … Read More

ଅନ୍‌ଲାଇନ୍‌ ଟିକେଟ୍ ଓ କିଓସ୍କ ପ୍ରସ୍ତାବ ନେଇ ପ୍ରଶାସନ ହଟହଟା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌, କିଓସ୍କ ପ୍ରସ୍ତାବ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ହଟହଟା ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଦୃଢ଼ ବିରୋଧ ପରେ ଆରମ୍ଭରୁ ଏହି ବୈଠକକୁ ବନ୍ଦ କରି ଦିଆଯାଇଛି। ଶ୍ରୀମନ୍ଦିର … Read More

ଶି​ଳ୍ପ ସଂସ୍ଥାର ବର୍ଜ୍ୟରେ ଜଳ ବିଷାକ୍ତ, ଚାଷରୁ ମୁହଁ ଫେରାଇଲେଣି ଚାଷୀ

ଅନୁଗୁଳ : ଓଡ଼ିଶାର ଦ୍ବିତୀୟ ବୃହତ୍ତମ ନଦୀ ବ୍ରହ୍ମଣୀର ଜଳ ପ୍ରବାହ ଏତେ କେବଳ ହ୍ରାସ ପାଇଛି ତା’ ନୁହେଁ, ନଦୀର ପାଣି ମଧ୍ୟ ଦୂଷିତ। ସୁନ୍ଦରଗଡ଼, ଅନୁଗୁଳ, ତାଳଚେର ଏବଂ ଢେଙ୍କାନାଳ ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପ କାରଖାନାରୁ … Read More