ଛୁଟିରେ ବିଚାରପତି, ନିରାଶ ହେଲେ ସଞ୍ଜୟ ସିଂହ

ନୂଆଦିଲ୍ଲୀ : ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍‌ ନେତା ସଞ୍ଜୟ ସିଂହଙ୍କୁ ମିଳିନି ଆଶ୍ୱସ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ବିଚାରପତି ଛୁଟିରେ ଚାଲି … Read More

ତେଜସ୍‌ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲଢ଼ୁଆ ବିମାନରେ ଚଢ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଲେ। ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତେଜସ୍ ବିମାନରେ ବସି ଉଡାଣ … Read More

ନିର୍ବାଚନ ପୂର୍ବରୁ ଭୂପେଶ ବାଘେଲଙ୍କ ନାଁ ନେଇଥିଲେ, ଏବେ ସ୍ୱର ବଦଳାଇଲେ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପ୍‌ରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିବା ଜଣେ କୋରିୟର ଏପରି ଦାବି କରିଥିଲେ। ଏହାକୁ ନେଇ … Read More

ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ, ଫୁଟିଲା ଗୁଳି

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ହିଂସା। ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରୀଙ୍କ ଉପରକୁ ମରାନ୍ତକ ଆକ୍ରମଣ ହୋଇଛି। ସେହିପରି ଅନ୍ୟ ଏକ ଭୋଟିଂ ବୁଥ୍‌ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ … Read More

ସହି ପାରିଲେନି ରିଲ୍ସର ହେଟ୍‌ କମେଣ୍ଟ, ଝୁଲି ପଡ଼ିଲେ ନାବାଳକ

ଭୋପାଲ : ଆଜିକାଲି ସମସ୍ତଙ୍କୁ ଘାରିଛି ଇନ୍‌ଷ୍ଟାଗ୍ରାମର ରିଲ୍ସ ଭିଡିଓ ନିଶା। ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତେ ଏହି ରିଲ୍ସ ଭିଡିଓ ପିଛରେ ପାଗଳ। ବିଶେଷ କରି ଯୁବପିଢ଼ିଙ୍କୁ ଏହି ଇନ୍‌ଷ୍ଟାଗ୍ରାମ ରିଲ୍ସ କିମିଆ କରିଛି। ସୋଶାଲ … Read More

ରାତି ଅଧରେ କାର୍‌ ଯାଞ୍ଚ କଲା ପୁଲିସ୍‌, ପାଇଲା ୧୦ କେଜି ସୁନା

କୋଲକାତା : ରାତି ଅଧରେ ଗାଡ଼ି ଉପରେ ଚଢ଼ାଉ କଲା ପୁଲିସ୍‌। ଚଢ଼ାଉ ବେଳେ ତା’ ଭିତରୁ ଯାହା ଜବତ ହେଲା ତାହା ଦେଖି ପୁଲିସ୍‌ ବି ତାଜୁବ ହୋଇଗଲା। କାରଣ କାର୍‌ ଭିତରୁ ବାହାରିଲା ଗୋଟିଏ ପରେ ଗୋଟିଏ … Read More

ଅନିଶ୍ଚିତତା ମଧ୍ୟରେ ୪୧ ଶ୍ରମିକଙ୍କ ଭାଗ୍ୟ: ଲମ୍ବା ସମୟ ଚାଲିପାରେ ଅପରେସନ

ଉତ୍ତରକାଶୀ: ଉତ୍ତରକାଶୀରେ ନିର୍ମାଣାଧୀନ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦିନକୁ ଦିନ ଅଧିକ କଠିନ ହେବାରେ ଲାଗିଛି । ଆମେରିକା ନିର୍ମିତ ଅଗର ମେସିନ ସଂପୂର୍ଣ୍ଣ ଖରାପ ହୋଇଯିବା ପରେ ସ୍ଥିତି ସଂପୂର୍ଣ୍ଣ … Read More

କରାଚୀ ସପିଙ୍ଗ୍‌ ମଲ୍‌ରେ ଅଗ୍ନିକାଣ୍ଡ; ଅନ୍ୟୂନ ୧୧ଜଣ ଜୀବନ୍ତ ଦଗ୍ଧ, ଅନେକ ଫସି ରହିଥିବା ଆଶଙ୍କା

କରାଚୀ: ଆଜି ପାକିସ୍ତାନର କରାଚୀରେ ଥିବା ଏକ ବହୁତଳବିଶିଷ୍ଟ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୧୧ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ଆହୁରି ଅନେକ ଜ୍ବଳନ୍ତ ମଲ୍‌ରେ ଫସି ରହିଥିବା ଆଶଙ୍କା କରାଯାଉଥିବା କଥା ‘ଜିଓ … Read More

ଝିଅ ଶ୍ବେତା ନନ୍ଦାକୁ ୫୦ କୋଟି ଟଙ୍କାର ଜୁହୁ ବଙ୍ଗଳା ଉପହାର ଦେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଜୁହୁସ୍ଥିତ ୫୦ କ‌ୋଟି ଟଙ୍କା ମୂଲ୍ୟର ବଙ୍ଗଳା ‘ପ୍ରତୀକ୍ଷା’କୁ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନ ସେମାନଙ୍କ ଝିଅ ଶ୍ବେତା ନନ୍ଦାକୁ ଉପହାର ଦେଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ … Read More

ମତଦାନ ଅଧିକାର ସାବ୍ୟସ୍ତ କରନ୍ତୁ; ଭୋଟ୍‌ ଦେଇ ନୂଆ ରେକର୍ଡ କରନ୍ତୁ: ରାଜସ୍ଥାନ ଭୋଟର୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ଭୋଟର୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେମାନେ ମତଦାନ ଅଧିକାର ସାବ୍ୟସ୍ତ କରିବା ସହିତ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ନୂଆ ରେକର୍ଡ ସୃଷ୍ଟି … Read More