ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ। ସକାଳ ୧୦ଟା ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ।ଏହାପରେ ନବୀନ ନିବାସରୁ ଶଙ୍ଖ ଭବନ ଯିବେ ଭି.କେ.ପାଣ୍ଡିଆନ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା … Read More

ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ୧୬ ଦିନ ହେଲା ‍ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଏଯାଏ ସଫଳତା ମିଳିନାହିଁ। ପ୍ରତିଦିନ ଉଦ୍ଧାରକାରୀ ଟିମ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ମଧ୍ୟ … Read More

ସିଂହଦ୍ୱାର ବ୍ୟାରିକେଡ ଭିତରକୁ ପଶି ଆସିଲା ଘୁଷୁରି

ପୁରୀ:କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ବଡ ଦାଣ୍ଡ ଲୋକାରଣ୍ୟ । ସିଂହଦ୍ୱାର ସମ୍ମୁଖରେ ଥିଲା ଭକ୍ତଙ୍କ ଭିଡ । ରାତି ତମାମ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ଭକ୍ତ । ସିଂହଦ୍ୱାର ବ୍ୟରିକେଡ ଓ ସମ୍ମୁଖରେ ହଜାର ହଜାର ଭକ୍ତ … Read More

ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ପାରାଦୀପ: ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ପାରାଦୀପ ଗସ୍ତ ବେଳେ ହେଲିକ୍ୟାପ୍ଟରରେ ଦିନ ୯ଟା ୩୦ମିନିଟରେ ଗୋପବନ୍ଧୁ ଷ୍ଟାଡିୟମ ପହଞ୍ଚିଥିଲେ। ସେଠାରୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ କାରକେଟରେ ପାରାଦୀପ ନିଷିଦ୍ଧାଞ୍ଚଳକୁ … Read More

କେସିଆରଙ୍କୁ ହଟାଇବାକୁ ହେଲେ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କଲେ ମୋଦି

ତେଲେଙ୍ଗାନାରେ ବିଜେପିର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ କ୍ଷମତାସୀନ ବିଆରଏସ ଉପରେ ବର୍ଷିଛନ୍ତି। ଉଭୟ ଦଳ ସମାନ ପାପୀ ଓ ଉଭୟ ରାଜ୍ୟଙ୍କୁ ଧ୍ୱଂସ କରିଦେଇଛନ୍ତି। ବିଆରଏସ୍‌ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହଟାଇବାକୁ ହେଲେ … Read More

ବିଜେଡିରେ ଯୋଗଦାନ ପରେ ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ଭି କେ ପାଣ୍ଡିଆନ

ଭୁବେନେଶ୍ୱର : ବିଧିବଦ୍ଧ ଭାବେ ରାଜନୀତିରେ ଯୋଗ ଦେଇ ବିଜେଡିରେ ସାମିଲ ହୋଇଥିବା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଅପରାହ୍ନରେ ସେ ମନ୍ଦିର ଯାଇ ମା’ଙ୍କ … Read More

ବରଯାତ୍ରୀଙ୍କ ଷ୍ଟଣ୍ଟ ନିଶା, ଗଣିଲେ ୪ ଲକ୍ଷ ଫାଇନ୍‌

ଷ୍ଟଣ୍ଟ ଦେଖାଇଲେ ବରଯାତ୍ରୀ। ବିଚ୍‌ ରାସ୍ତାରେ ଗାଡ଼ି ଉପରେ ଚଢ଼ି ଉଡାଇଲେ ପୁଳା ପୁଳା ଟଙ୍କା। କେବଳ ସେତିକି ନୁହେଁ ବଜାଇଲେ ଜୋରଦାର ସାଇରନ୍‌। ଏଭଳି କରିବା ଏବେ ଏହି ବରଯାତ୍ରୀଙ୍କୁ ମହଙ୍ଗା ପଡିଛି। ବରଯାତ୍ରୀ ଷ୍ଟଣ୍ଟ ନିଶା ଉତାରି … Read More

ଡିସେମ୍ବର ପ୍ରଥମ ସପ୍ତାହରେ ଆସୁଛି ବାତ୍ୟା !

ଭୁବନେଶ୍ୱର:ଦକ୍ଷିଣ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଇଲାକାରେ ସୃଷ୍ଟି ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେଇପାରେ । ଏମିତି ଆକଳନ କରିଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ସୋମବାର ମିଳିଥିବା ସୂଚନା ଅନୁସାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଡିସେମ୍ବର … Read More

ଗୌତମ ସିଂଘାନିଆ ମୋତେ ବିନା ଖାଦ୍ୟ ଓ ପାଣିରେ ପାହାଚ ଚଢ଼ି ତିରୁପତି ଦର୍ଶନ ଲାଗି ବାଧ୍ୟ କରିଥିଲେ: ନୱାଜ ମୋଦୀ

ନୂଆଦିଲ୍ଲୀ: ରେମଣ୍ଡ ଗ୍ରୁପ୍‌ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନୱାଜ୍‌ ମୋଦୀଙ୍କ ମଧ୍ୟରେ ବହୁଚର୍ଚ୍ଚିତ ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିବା ବେଳେ ସଂପ୍ରତି ଏକ ନୂଆ ଅଡିଓ କ୍ଲିପ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ମୋଦୀ, ବିନା ଖାଦ୍ୟ … Read More

ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ସନ୍ଦେହ ଉଜାଡ଼ି ଦେଇଛି ସୁନାର ସଂସାର। ଯାହାର ହାତ ଧରି ସାତ ଜନ୍ମର ସାଥୀ କରିଥିଲେ, ତାକୁ ହିଁ ଶେଷରେ ହତ୍ୟା କରିଛି। ସ୍ତ୍ରୀ ପର ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହରେ ସ୍ୱାମୀ ଜଣକ ଘଟାଇଛି ନର୍ମମ ହତ୍ୟାକାଣ୍ଡ। … Read More