ଜାନୁଆରି ୧୫ରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: ଆସନ୍ତା ଜାନୁଆରି ୧୫ ତାରିଖରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ ହେବ। ଏଥି ସକାଶେ ବୁଧବାର ପ୍ରଥମ ପ୍ରସ୍ତୁତି ବୈଠକ ବସିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଛି। … Read More

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ଵ

ଭୁବନେଶ୍ବର: ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିର୍କେୟନଙ୍କୁ ଆଜି ରାଜ୍ୟ ସରକାର ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଓଡ଼ିଆ ଭାଷା, ସାହିତ୍ୟ ଓ … Read More

ମେଡିକାଲ ପାଇଖାନାରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ମେଡ଼ିକାଲ ପାଇଖାନାରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତଦେହ । ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର … Read More

ଗୁରୁବାର ସୁଦ୍ଧା ଟନେଲରୁ ବାହାରିବେ ୪୧ ଶ୍ରମିକ

ଦୀର୍ଘ ୧୧ ଦିନ ହେବ ସୁଡ଼ଙ୍ଗ ତଳେ ଫସି ରହିଛନ୍ତି ୪୧ ଶ୍ରମିକ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଲାଗିପଡିଛି ପୂରା ପ୍ରଶାସନ। ଶ୍ରମିକଙ୍କ ମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର … Read More

ସମାଜ ଗଠନରେ ଶିକ୍ଷା ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଆସିଛି : ରାଷ୍ଟ୍ରପତି

ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୨, ୨୦୨୩) ସମ୍ବଲପୁରସ୍ଥିତ ବ୍ରହ୍ମକୁମାରୀମାନଙ୍କର ଶିକ୍ଷା ଅଭିଯାନ ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ର ଶୁଭାରମ୍ଭ କରିଛନ୍ତି। ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଚେତନାକୁ ଉନ୍ନତ କରିବା … Read More

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ସହିଦ୍

ରଜୌରୀ: ଜମ୍ମୁ-କଶ୍ମୀରରେ ହେଲା ଆତଙ୍କବାଦୀ ଆକ୍ରମଣ। ସହିଦ ହେଲେ ୩ଯବାନ। ଆଜି ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା। ଏହି ସମୟରେ ଦୁଇ କ୍ୟାପଟେନ ରାଙ୍କର ଅଧିକାରୀଙ୍କ ସମେତ ତିନିଜଣ ଯବାନ … Read More

ସ୍କୁଲରେ ଉଠବସ୍‌ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ

ଯାଜପୁର  : ଛାତି ଫଟାଇ କାନ୍ଦି କାନ୍ଦି ସେଇ ଗୋଟିଏ କଥା ମୋ ପୁଅ ତ ଖାଇ ପିଇ ସକାଳୁ ସ୍କୁଲ ଗଲା । ମୋ ଭଲ ପୁଅଟା ବାହାରିକି ସ୍କୁଲ ଗଲା । ମରିଗଲା କେମିତି, ମୋ ପୁଅକୁ ମୋତେ … Read More

ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ

ପ୍ରଥମେ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ହେଲା ଦେଖାସାକ୍ଷାତ। ପରେ ଠିକ୍‌ ହେଲା ବିବାହ ଆଉ ସରିଲା ନିର୍ବନ୍ଧ। ହେଲେ ବିବାହକୁ ଆଉ କିଛି ଦିନ ବାକି ଥିବା ବେଳେ ସମ୍ପର୍କୀୟଙ୍କ ସହ ମିଶି ଯୁବତୀଙ୍କୁ କଲେ ଗଣଦୁଷ୍କର୍ମ। ଏଭଳି କିଛି ଘଟଣା … Read More

ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇଦେଲେ ଯୁବକ

ଭୁବନେଶ୍ବର: ପାରିବାରିକ କଳହର କୁପରିଣତି । ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ବଡ଼ଗଡ଼ ଥାନା କେଶୁରା ଗାଁରେ । ଯୁବକ ଜଣକ ହେଲେ ଲକ୍ଷ୍ମଣ … Read More

ଏୟାର ଇଣ୍ଡିଆ ଉପରେ ପୁଣି ଜୋରିମାନା ଲଗାଇଲା ଡିଜିସିଏ

ଦେଢ଼ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଟାଟା ଗ୍ରୁପ ଅଧୀନରେ ଥିବା ଏୟାର ଇଣ୍ଡିଆ ବିମାନ ସେବା କମ୍ପାନୀ ଉପରେ ଜୋରିମାନା ଲଗାଇଛି ଡିଜିସିଏ। ଯାତ୍ରୀମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ଏୟାର ଇଣ୍ଡିଆ ବିଫଳ ହୋଇଛି। ବିଶେଷ … Read More