ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ନାୟକ
ଭୁବନେଶ୍ବର: ଏକ ଓଡ଼ିଆ ଖବର ଚ୍ୟାନେଲ୍ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଶନିବାର ଦିନ ଫିଲ୍ମ ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କୁ ଜେଲ ଯିବାକୁ ପଡ଼ିଛି। ଭୁବନେଶ୍ବର ଏସ୍ଜିଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ … Read More