ପଞ୍ଚଭୂତରେ ବିଲୀନ ହେଲେ ମହେଶ୍ବର ମହାନ୍ତି

ପୁରୀ/ଭୁବନେଶ୍ଵର: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂତ୍କାର କରାଯାଇଛି। ମରଶରୀରରେ ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। … Read More

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ, ୬ ନକ୍ସଲ ମୃତ

ରାୟପୁର : ଛତିଶଗଡ଼ରେ ମଙ୍ଗଳବାରଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଗୋଟିଏ ପଟେ ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାବେଳେ ଅନ୍ୟପଟେ ସୁକମା ଓ କୋଙ୍କର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି … Read More

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ; ଜଣେ ମୃତ

ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡାରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯଦିଓ ଏୟାର ବ୍ୟାଗ୍‌ ଖୋଲିଯିବାରୁ କେନ୍ଦ୍ର ମନ୍ତ୍ରୀ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଏଥିରେ ୩୫ ବର୍ଷୀୟ ଜଣେ ଯୁବକଙ୍କ … Read More

ବିହାରରେ ଲାଗୁ ହେବ ୭୫% ସଂରକ୍ଷଣ ବ୍ୟବସ୍ଥା!

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ୬୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହୋଇପାରିବ ନାହିଁ … Read More

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍

ଆନନ୍ଦପୁର : ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  । ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ସ୍କୁଟି ଯୋଗେ ଫରୁଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । … Read More

ପୁଲିସ ମହାନିର୍ଦେଶକଙ୍କୁ ଭେଟି ଫେରାଦ ହେଲା ବିଜେପି

କଟକ: ବରଗଡ଼ ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ ମହାନିର୍ଦେଶକଙ୍କୁ ଭେଟି ଫେରାଦ ହେଲା ବିଜେପି। ଦଳର ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ନେତୃତ୍ବରେ ମନୋଜ ମହାପାତ୍ର, ତେଜେଶ୍ବର ପରିଡ଼ା, କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ଶ୍ରୀତମ ଦାସ, … Read More

ରାଜ୍ୟଗୁଡ଼ିକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସାଂଘାତିକ ସ୍ଥିତିରେ ରହିଛି। ଏହି ପ୍ରଦୂଷଣ ଗୋଟିଏ ରାଜନୀତିକ ଯୁଦ୍ଧର ରୂପ ନେବା ଉଚିତ ନୁହେଁ। ପ୍ରଦୂଷିତ ବାୟୁ ହେଉଛି ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟାକାରୀ। ପ୍ରତିବର୍ଷ ଶୀତ ଋତୁରେ ପଞ୍ଜାବ, ହରିୟାଣା, ଉତ୍ତର … Read More

ପ୍ରିୟଙ୍କା ଗାନ୍ଧିଙ୍କୁ ଫୁଲ ବିହୀନ ତୋଡ଼ା ଉପହାର

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଫୁଲ ବିହୀନ ବୁକେ(ଫୁଲତୋଡ଼ା) ଉପହାର। ବୁକେରେ ଫୁଲ ନଥିବା ଦେଖି ହସକୁ ରୋକି ପାରିଲେନି ପ୍ରିୟଙ୍କା। ମଧ୍ୟ ପ୍ରଦେଶ ନିର୍ବାଚନୀ ରାଲିରେ ଏପରି ଏକ ବ୍ୟଙ୍ଗାତ୍ମକ ଘଟଣା ଦେଖିବାକୁ ମିଳିଛି। ଆଗକୁ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ … Read More

ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ପାଇଁ ଭାରତ କରୁ ଉଦ୍ୟମ : ଇରାନ୍

ନୂଆଦିଲ୍ଲୀ : ମଧ୍ୟପୂର୍ବରେ ଚାଲିଥିବା ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଆଲୋଚନା କରିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି । ଏହି ଯୁଦ୍ଧ ବନ୍ଦ କରିବାକୁ ଭାରତ ସରକାର ଉଦ୍ୟମ କରନ୍ତୁ … Read More

ଆମ୍ବାଗଡ ବୁଡୁ ପାତ୍ର ହତ୍ୟା ମାମଲା: ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର; ଦୀର୍ଘ ୬ ବର୍ଷ ପରେ ବ୍ରହ୍ମପୁର ଆମ୍ବାଗଡ ବୁଡୁ ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତକୁ ଦଣ୍ଡାଦେଶ । ୮ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ । ଗତ ୨୦୧୭ ମସିହାରେ ବୁଡୁ ପାତ୍ରଙ୍କୁ ହତ୍ୟା … Read More