୧୫ ତାରିଖ ଠାରୁ ରାଜ୍ୟରେ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ, ଏହା ବାତ୍ୟା ରୂପ … Read More

ଶରୀର ଦାନ ପାଇଁ ପଦ୍ମଶ୍ରୀ ବାବା ବଳିଆଙ୍କ ଘୋଷଣା

ତିର୍ତ୍ତୋଲ  : ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ନିକଟ ବୀଣାପାଣି ମଣ୍ଡପ ପରିସରରେ ପଦ୍ମଶ୍ରୀ ବାବା ବଳିଆ ସୋମବାର ଏକ ଖବରଦାତା ସମ୍ମିଳନୀ ଡାକି ଶରୀର ଦାନ କରିବା ପାଇଁ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଥିଲେ, ଜୀବନରେ ପାରିବାରିକ … Read More

ମହଲତ ପାଇଁ ବିଧାୟକଙ୍କୁ ୧୦ ହଜାର ଜରିମାନା

କଟକ  : ବାରବାଟୀ-କଟକ ନିର୍ବାଚନୀ ମାମଲାର ବିଧାୟକ ମହମ୍ମଦ ମୋକିମ୍‌ଙ୍କ ପକ୍ଷରୁ ଯୁକ୍ତି ବାଢ଼ିବାକୁ ଓକିଲ ମହଲତ ମାଗିବାରୁ ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ସୋମବାର ଶୁଣାଣିରେ ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ … Read More

ଆଜିଠୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର  : ଶିଶୁ ଦିବସ ଅବସରରେ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ହେବାକୁ ଥିବା ଏହି … Read More

ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା : ସ୍ବାମୀଙ୍କ ଦୁର୍ଘଟଣାରେ ମତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ନିକଟ ବେଣାଗାଡ଼ିଆରେ। ମୃତକ ଜଣକ ହେଲେ ଅନିନ୍ଦିତା ସୁବୁଦ୍ଧି। ପୋଲିସ ମୃତଦେହ ଜବତ କରି ଖୋର୍ଦ୍ଧା … Read More

୫ଟି, ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ

ଭୁବେନଶ୍ବର : ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ। କନ୍ଧମାଳ ଜିଲାର ୩ ବିଧାୟକ ତଥା ଜି. ଉଦୟଗିରି ବିଧାୟକ ଓ ବିଜେଡିର ନବନିଯୁକ୍ତ ଜିଲା ସଭାପତି ସାଲୁଗା … Read More

କାଠଯୋଡ଼ି ନଦୀପଠାରୁ ମିଳିଲା ଛାତ୍ରଙ୍କ ମୃତଦେହ, ୪ ଦିନ ହେଲା ନିଖୋଜ ଥିଲେ

କଟକ : ନିଖୋଜ ହେବାର ୪ ଦିନ ପରେ ଉଦ୍ଧାର ହେଲା ଦଶମ ଛାତ୍ରଙ୍କ ମୃତଦେହ। ଛାତ୍ରଙ୍କ ମୃତଦେହ ନଦୀ ପଠାରେ ପଡ଼ିଥିବା ବେଳେ ନିକଟରୁ ତାଙ୍କ ସାଇକେଲ, ଚପଲ ବି ମିଳିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି … Read More

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାୟୁ ପ୍ରଦୂଷଣ

ଦୀପାବଳି ବାଣ ଫୁଟା ଯୋଗୁ ରବିବାର ରାତି ଗୋଟାଏରେ ତାଳଚେର, ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ ଛୁଇଁଥିଲା। ଏହି ସମୟରେ ତାଳଚେରର ହାରାହାରି ପ୍ରଦୂଷଣ ମାତ୍ରା ୩୩୫ ଥିଲା ବେଳେ ଭୁବନେଶ୍ୱରର ଲିଙ୍ଗରାଜ … Read More

ନୌକା ଦୁର୍ଘଟଣା ରୋକିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି, ବିସ୍ତୃତ ତଥ୍ୟ ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ନୌକା ଦୁର୍ଘଟଣା ରୋକିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ସରକାରଙ୍କୁ ବିସ୍ତୃତ ତଥ୍ୟ ମାଗିଛନ୍ତି ହାଇକୋର୍ଟ। ୨୦୦୪ ମସିହାରୁ ପ୍ରଣିତ ଓଡ଼ିଶା ବୋଟ୍‌ ରୁଲ୍‌ସ ଅନୁଯାୟୀ କ’ଣ ସବୁ ପଦକ୍ଷେପ ନିଆଯାଇଛି, କେତେ ଅଣପଞ୍ଜିକୃତ ଡଙ୍ଗା ଜବତ … Read More

ହସ୍‌ପିଟାଲରେ ପଶି ପୁଲିସ ପରିଚୟରେ ଗୁଣ୍ଡାଗିରି: ୧୦ ଜଣଙ୍କ ବିରୋଧରେ ମାମଲା

କଟକ: ବଜ୍ରକବାଟୀରୋଡ୍‌ସ୍ଥିତ ସାର୍ପ ହସ୍‌ପିଟାଲର ଅନ୍ୟତମ ପ୍ରୋପ୍ରାଇଟର୍‌ ସନ୍ତୋଷ କୁମାର ମହାନ୍ତିଙ୍କୁ ଭୁବନେଶ୍ବର ମୈତ୍ରୀ ବିହାର ଥାନା ପୁଲିସ ପରିଚୟରେ କେତେକ ବ୍ୟକ୍ତି ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ହସ୍‌ପିଟାଲରେ ପଶି ଏହି ବ୍ୟକ୍ତିମାନେ ସନ୍ତୋଷଙ୍କ ଟଙ୍କା, … Read More