କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପ ଦୁଇଟି ହେଉଛି କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୂରଭଞ୍ଜ … Read More

ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ: ଅମିତ ଶାହା

ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବଡ଼ ବୟାନ ଦେଇଛନ୍ତି। ସିଏଏ ଦୀର୍ଘ ଦିନରୁ ସଂସଦରେ ପାରିତ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଲାଗୁ କରି ପାରି ନାହାନ୍ତି। ତେବେ ଆଜି ଅମିତ … Read More

ପ୍ରସ୍ତାବ ଦେଲେନି ରାଜ୍ୟ ସରକାର, ମେଗା ଟେକ୍ସଟାଇଲ ପାର୍କରୁ ବଞ୍ଚିତ ହେଲା ଓଡିଶା: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ବୟନ ଶିଳ୍ପ ଲାଗି ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ମିଳୁନି | ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଓଡ଼ିଶାର ବୟନ ଶିଳ୍ପ ଆହୁରି ବହୁତ ଆଗକୁ ଯାଇ ପାରିବ | କିଛି ଏଭଳି … Read More

ସବୁଠାରୁ ପୁରୁଣା ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ମଣିପୁରର ସବୁଠାରୁ ପୁରୁଣା ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ(ୟୁଏନଏଲଏଫ) ସହ କେନ୍ଦ୍ର ସରକାର ଶାନ୍ତି ଚୁକ୍ତି କରିଛନ୍ତି। ୟୁଏନଏଲଏଫ, କେନ୍ଦ୍ର ସରକାର ଓ ମଣିପୁର ସରକାରଙ୍କ ମଧ୍ୟରେ ଏପରି ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋଶାଲ … Read More

ନକଲି ଟଙ୍କା ଦେଇ ଛେଳି ନେଇଗଲା ମାଉଁସ ଚୋର

ବେଗୁନିଆ: ଛାଡ଼ଖାଇରେ ଆମିଷର ବଢିଛି ଚାହିଦା । ଏହାକୁ ନଜରରେ ରଖି ଗ୍ରାମାଞ୍ଚଳ ଉପରେ ଦୃଷ୍ଟି ରଖିଛନ୍ତି ଛେଳି ଚୋରାଳି। ନକଲି ଟଙ୍କା ଦେଇ ଅସାଧୁ ବେପାରି ମଫସଲିଆ ଲୋକଙ୍କୁ ଲୁଟି ନେଉଥିବାର ଦେଖିବାକୁ ମିଳିଛି। ନଅ ହଜାର ଟଙ୍କାର … Read More

ଆପକୁ ସୁପ୍ରିମକୋର୍ଟ ଝଟକା, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା

ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କୁ ବଡ଼ ଝଟକା ଲାଗିଛି। କେନ୍ଦ୍ର ସରକାର ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିବାରୁ ଏହାକୁ ଆପ୍ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ ହେଁ ମୁଖ୍ୟ ଶାସନ … Read More

ସୁଯୋଗ ଦେଖି ଘରେ କଳାକନା ବୁଲାଇଲା କାମବାଲି, ଆଲମିରା ଖୋଲି ଲୁଟି ନେଲା ଲକ୍ଷେ ଟଙ୍କା

ଭୁବନେଶ୍ୱର: କଳାକନା ବୁଲାଇଲା କାମବାଲି । ସିସିଟିଭିରେ କଏଦ ହେଲା ଚୋରିର ଭିଜୁଆଲ୍ । ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ଅଞ୍ଚଳର ଜଣଙ୍କ ଘରୁ ଏକ କାମବାଲି ସୁଯୋଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି … Read More

ଆଇଆଇସିଙ୍କଠାରୁ ନଗଦ ୩୭ ଲକ୍ଷ ଟଙ୍କା ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାଣିଲା ବିଜେପି

ଭୁବନେଶ୍ୱର: ବୈପାରିଗୁଡା ଆଇଆଇସିଙ୍କ ଠାରୁ ନଗଦ ୩୭ ଲକ୍ଷ ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଣେ ମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀଙ୍କୁ ଟାଣିଲା ବିଜେପି | ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ ଓଡ଼ିଶା ସରକାର ଦୁର୍ନୀତିକୁ … Read More

‘ଟିମ୍‌ ଇଣ୍ଡିଆ’ର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି କଲା ବିସିସିଆଇ

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇ ଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ବନ୍ଦ୍ବ ରହିଥିଲା। କେହି କେହି ରାହୁଲ ଆଉ କୋଚ୍‌ ବନିବେ … Read More

ପୋଢୁଆଁ ହେବେ ମହାପ୍ରଭୁ, ମାମୁଁ ଘର ମାଧବରୁ ଶ୍ରୀକ୍ଷେତ୍ରକୁ ଯିବ ପ୍ରଥମାଷ୍ଟମୀ ଭାର

ଭୁବନେଶ୍ୱର : ଆସନ୍ତା ଡିସେମ୍ଵର ୫ ତାରିଖରେ ମାର୍ଗଶୀର ଅଷ୍ଟମୀ ତିଥିରେ ପଡୁଛି ପ୍ରଥମାଷ୍ଟମୀ। ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ପୋଢୁଆଁ ଭାର ଶ୍ରୀକ୍ଷେତ୍ର ପଠାଯିବ । ତେଣୁ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ … Read More