ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଚାକିରି କରାଇଦେବା ନାଁରେ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ଜଣେ ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ପରିଚୟ ଦେଇ ଅଭିଯୁକ୍ତମାନେ ଲକ୍ଷାଧିକ ଟଙ୍କା ଠ‌କିଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ କଟକ ସାଇବର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ … Read More

ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗ: ବର୍ଷିଲା ବିଜେପି, ଜବାବ୍ ରଖିଲା ବିଜେଡି

ଭୁବନେଶ୍ୱର: ସରକାରୀ ଯୋଜନାରେ ବିଜେଡି ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଅକ୍ଟୋବର ୧୦ରୁ ମାସାଧିକ କାଳ ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି ସରକାର। … Read More

ମିଚେଲ ମାର୍ଶଙ୍କ ଅପରାଜିତ ୧୭୭, ହାରିଲା ବାଂଲାଦେଶ

ବିଶ୍ୱକପର ଶେଷ ଗ୍ରୁପ ମ୍ୟାଚ୍‌ରେ ଗର୍ଜିଛି ଅଷ୍ଟ୍ରେଲୀୟ ବ୍ୟାଟର ମିଚେଲ ମାର୍ଶଙ୍କ ବ୍ୟାଟ। ମାର୍ଶଙ୍କ ୧୩୨ ବଲରେ ଅପରାଜିତ ୧୭୭ ରନ ବଳରେ ୮ ୱିକେଟରେ ବାଂଲାଦେଶକୁ ମାତ ଦେଇଛି ଅଷ୍ଟ୍ରେଲିଆ। ବିଜୟ ସହ ବିଶ୍ୱକପ ଅଭିଯାନ ଶେଷ କରିବାକୁ ବାଂଲାଦେଶ … Read More

ନକଲି ସାର୍ଟିଫିକେଟ ଦର୍ଶାଇ ଚାକିରି କରୁଥିବା ବିଜ୍ଞାନ ଶିକ୍ଷକ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଆଉ ଜଣେ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ଶିକ୍ଷକ ହେଲେ ଭକ୍ତ କୁମାର ସେଠ । ସେ ବିଜ୍ଞାନ ଶିକ୍ଷକ ଭାବେ ଅଗଷ୍ଟ ୨୦୨୨ … Read More

ବରଗଡ଼ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ

ଭୁବନେଶ୍ବର : ପଶ୍ଚିମ ଓଡିଶାର କୋଣ ଅନୁକୋଣରେ ଥିବା ହସ୍ତତନ୍ତ ଶିଳ୍ପ ତଥା ବୁଣାକାରଙ୍କୁ ମିଳିବ ଜାତୀୟସ୍ତରରେ ବାଣିଜ୍ୟିକ ଲୋକପ୍ରିୟତା । ସ୍ଥାନୀୟ ଅର୍ଥନୀତି ତଥା ବଜାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନୂଆ ବର୍ଷରେ ବରଗଡ ଜିଲ୍ଲାରେ ଆୟୋଜିତ ହେବ … Read More

ଝୁଲନ୍ତା ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସୋର : ମୋବାଇଲ ଆଜିର ସମୟରେ ମୋବାଇଲ ଯୁବପୀଢିଙ୍କୁ ବିପଦଗାମୀ କରୁଛି । ଆଜି ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସୋର ଥାନା ଅରଡା ଗାଁରେ । ଅନଲାଇନ୍ ଗେମ ଯୋଗୁଁ ଜଣେ ଛାତ୍ରର ଜୀବନ … Read More

ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ପାଣ୍ଡିଆନ ସାର : ପ୍ରଣବ ପ୍ରକାଶ ଦାସ

ନବୀନ ଓଡ଼ିଶା ଓ ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡିସାଇପଲ । ଯାହା ଜଣେ ପୁଅ କରିପାରିବ ନାହିଁ,ତାହା ଜଣେ ଡିସାଇପଲ କରିପାରିବ। ଏହା କହିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ … Read More

ଏଣିକି ଜାତୀୟ ରାଜପଥରେ ଯିବାବେଳେ ମିଳିବ ପର୍ଯ୍ୟାପ୍ତ ପରିମାଣର ଇଣ୍ଟରନେଟ

ନୂଆଦିଲ୍ଲୀ: ଏଣିକି ଜାତୀୟ ରାଜପଥରେ ଆପଣ ଯାଉଥିଲେ ଅସୀମିତ ସ୍ପିଡ଼ ଇଣ୍ଟରନେଟ ପାଇପାରିବେ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ବା ଏନଏଚଆଇ ଦେଶରେ ୧୦୦୦୦ … Read More

ଯାତ୍ରୀବାହୀ ବସରେ ବାଣ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଡେପୁଟି ଫାୟାର ଅଫିସର

ଭୁବନେଶ୍ୱର: କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଗତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଚେତିଛନ୍ତି ଓଡ଼ିଶାର ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ । ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଖାଲି ବସରେ … Read More

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଜାରି କଲା ଘୋଷଣାପତ୍ର

ଭୋପାଳ : ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନଭେମ୍ବର ୧୧ତାରିଖରେ ନିଜର ଇସ୍ତାହାର ଜାରି କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁଶାଭାଉ ଠାକରେ ଅଡିଟୋରିୟମରେ ‘ମୋଦିଙ୍କ ଗ୍ୟାରେଣ୍ଟି, ବିଜେପିର ଭରସା’ … Read More