୪୨୬ ପଞ୍ଚାୟତରେ ହାଇସ୍କୁଲ ନାହିଁ

ଭୁବନେଶ୍ୱର : ରାଜ୍ୟର ୭୯୯୮ ପଞ୍ଚାୟତରେ ୮୦୯୯ ହାଇସ୍କୁଲ ରହିଛି। ତେବେ ୪୨୬ ପଞ୍ଚାୟତରେ କୌଣସି ହାଇସ୍କୁଲ ନାହିଁ। ସେହି ପଞ୍ଚାୟତର ପିଲାମାନେ ନିକଟସ୍ଥ ପଞ୍ଚାୟତରେ ଥିବା ହାଇସ୍କୁଲରେ ପଢୁଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ଏକ ଲିଖିତ ପ୍ରଶ୍ନର … Read More

କଟକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ,୨୩ା୧୧: କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ଗନ୍ତାଘର ହେଉଛି କଟକ ବାଲିଯାତ୍ରା। ଦୀର୍ଘବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନ ମିଳିବାରୁ ମେୟର ସୁବାସ ସିଂହ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏନେଇ ଆୟୋଜିତ … Read More

ତାତିଲେ ବିଜେବି ଛାତ୍ର, ରାସ୍ତା ଅବରୋଧ କଲେ

ଭୁବନେଶ୍ବର : ଅଶାନ୍ତ ହୋଇ ଉଠିଛି ବିଜେବି କଲେଜ । ତାତିଛନ୍ତି ଛାତ୍ରଛାତ୍ରୀ। ପୁଲିସ୍‌ର ଦବଙ୍ଗଗିରିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଫଳରେ ବିଜେବି କଲେଜ ସମ୍ମୁଖରେ ଆଜି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କ ଗର୍ଜନ ଶୁଣିବାକୁ ମିଳିଛି।ଏହି ଉତ୍ତେଜନାର … Read More

‘୧୨ ରାଜ୍ୟକୁ ଚାଉଳ ଯୋଗାଉଛି ଓଡ଼ିଶା’

ପୁରୀ: ଆଜି ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ। ଓଡ଼ିଶା ଆଜି ୧୨ଟି ରାଜ୍ୟକୁ ୨୪ ଲକ୍ଷ ଟନ୍‌ ଚାଉଳ ଯୋଗାଉଛି। ଏହା ଚାଷୀମାନଙ୍କ ନିଷ୍ଠା ଓ ପରିଶ୍ରମର ଫଳ ବୋଲି କହିଛନ୍ତି କୃଷି, ମତ୍ସ୍ୟ ଓ … Read More

ସମୟ ଗଡୁଛି, ବ୍ୟୟ ଅଟକଳ ବଢୁଛି ହେଲେ ସରୁନି ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣଧୀନ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତିକୁ ବିଧାନସଭାରେ ଆସିଲା ସାଙ୍ଘାତିକ ଉତ୍ତର । ଲୋୟର ସୁକେତଲ ପ୍ରକଳ୍ପ ୧୯୯୭ ମସିହା ଆରମ୍ଭ ହୋଇଥିବାବେଳେ ପ୍ରକଳ୍ପ ଲାଗି ବ୍ୟୟ ବରାଦ ଥିଲା ୨୧୭ କୋଟି । … Read More

ଓଡ଼ିଶାରେ ଅଛନ୍ତି ୪୦ ହଜାର ୮୮ ଜଣ ଦାଦନ ଶ୍ରମିକ

ଭୁବନେଶ୍ୱର: ସରକାରୀ ଖାତାରେ ଦାଦନ ସଂଖ୍ୟା ୪୦ ହଜାର ୮୮ । ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ। ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି। ଲାଇସେନ୍ସ … Read More

ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍‌ ନିଷ୍ପତ୍ତି ଉପରେ ଉଦ୍‌ବେଗ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟରେ ଆଦିବାସୀମାନେ ବଞ୍ଚିତ ଆଉ ଅବହେଳିତ ଅବସ୍ଥାରେ ଅଛନ୍ତି। ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଗୁରୁବାର ଏହା କହିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୮୦ ମସିହା ପୂର୍ବରୁ ସବୁ ଆଦିବାସୀ ଗାଁଗୁଡ଼ିକ ରାଜସ୍ବ ଗ୍ରାମରେ … Read More

ଭୁବନେଶ୍ବର ମାର୍କେଟକୁ ଆସିଲା ଭାରତ ଅଟା; ବିକ୍ରି କରୁଛି ନାଫେଡ୍‌, ଗ୍ରାହକଙ୍କ ମନରେ ଖୁସି

ଭୁବନେଶ୍ବର: ଭୁବନେଶ୍ୱର ବଜାରକୁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଭାରତ ଅଟା ଆସିଛି। ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଭାରତ ଅଟାକୁ ଶୁଭାରମ୍ଭ କରିଥିଲେ। ଭାରତ ଅଟା କିଲୋ ପିଛା ୨୭ଟଙ୍କା ୫୦ ପଇସା ରହିଛି। … Read More

ନଭେମ୍ବର ୨୭ରୁ ଡିସେମ୍ବର ୫ ଯାଏଁ ଜାରି ରହିବ ଜିନିଷପତ୍ରର ପ୍ରଦର୍ଶନୀ ଓ ବିକ୍ରି

ଭୁବନେଶ୍ବର: କୁଆଖାଇ ନଦୀପଠାରେ ଚଳିତ ନଭେମ୍ବର ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରାର ଆୟୋଜନ ହେବ। ବାଲିଯାତ୍ରାରେ ବିଭିନ୍ନ ଜିନିଷପତ୍ରର ପ୍ରଦର୍ଶନୀ ଓ କିଣାବିକା ହେବ। ଏଥି ସହିତ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। … Read More

୧୦୦ଟି ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ବର : ରାଜ୍ୟର ୧୦୦ ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ। ଆଗକୁ ପିକନିକ ଋତୁ ଆସୁଥିବାରୁ ପିକନିକ୍ ସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସ୍ୱତନ୍ତ୍ର କ୍ୟାମ୍ପେନ୍। ପ୍ଲାଷ୍ଟିକ ଫ୍ରି ପିକନିକ୍ ଚ୍ୟାଲେଞ୍ଜ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ … Read More