ଜିଲାରେ ବଢୁଛି ବେଆଇନ ଇଟାଭାଟି ନିର୍ମାଣ
କେନ୍ଦ୍ରାପଡ଼ା : ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ … Read More
କେନ୍ଦ୍ରାପଡ଼ା : ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ … Read More
ବାରିପଦା,୯।୧୧: ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ … Read More
କଟକ,୯।୧୧: ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଛାୟା ସରପଞ୍ଚ ବ୍ୟବସ୍ଥା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବିଚାରପତି ଏସକେ. ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି, “ପଞ୍ଚାୟତ ରାଜ ବିଭାଗ ରାଜ୍ୟରେ ପଞ୍ଚାୟତ ରାଜ ବ୍ୟବସ୍ଥାରେ ମହିଳାଙ୍କ ସଂରକ୍ଷଣର … Read More
ନୂଆଦିଲ୍ଲୀ,୯।୧୧: ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାରାଦୀପ ବନ୍ଦର ପକ୍ଷରୁ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାକୁ ଆସୁଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା। ସୂଚନାଯୋଗ୍ୟ ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ରାଜ୍ୟ … Read More
ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ମାତ୍ର ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ଅତି ଜଘନ୍ୟ ଭାବେ ତଣ୍ଟିକାଟି ହତ୍ୟା କରିଥିବା ସୁନ୍ଦରପଦା କେଳାବସ୍ତିର ଅଭିଯୁକ୍ତ ଘନିଆ ଦାସ(୨୩)କୁ ଆଜି ଏୟାର୍ଫିଲ୍ଡ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଘଟଣା … Read More
ରାଉରକେଲା: ଆସନ୍ତା ଡିସେମ୍ବରରୁ ଖୋଲିବାକୁ ଯାଉଛି ମଣ୍ଡି। କଟ୍ନିଛଟ୍ନି ରୋକିବା ସହ ଚାଷୀଙ୍କଠୁ ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ପ୍ରତ୍ୟେକ ମଣ୍ଡିରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି। କେବଳ ଏତିକି ନୁହେଁ ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବାକୁ ପ୍ରତ୍ୟେକ ମଣ୍ଡିରେ … Read More
ଖୋର୍ଦ୍ଧା: ବର୍ଷା ଅଭାବରୁ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ୬ଟି ବ୍ଲକରେ ୧୦ ହଜାର ହେକ୍ଟର ଧାନଫସଲ ନଷ୍ଟ ହେବାକୁ ବସିଛି। ଏହି ପରିମାଣ ଆଗାମୀ ଦିନରେ ବୃଦ୍ଧି ପାଇବ ବୋଲି କୃଷି ବିଭାଗ ଆଶଙ୍କା ବ୍ୟକ୍ତ କରିଥିବା ବେଳେ ମାଟିରେ … Read More
ନୟାଗଡ଼ : ମାନସିକ ବିକୃତ ମହିଳାଙ୍କୁ ବି ଛାଡ଼ିଲେନି ଯୌନ ରାକ୍ଷସ । ରାତିରେ ଏକୁଟିଆ ପାଇ ନିଜ ଯୌନ ଲାଳସା ଚରିତାର୍ଥ କଲେ। ଆଉ ବଳାତ୍କାର ପରେ ସମ୍ପୃକ୍ତ ପୀଡ଼ିତାଙ୍କୁ ଛୁରା ମାଡ଼ କରିବାକୁ ବି ପଛାଇଲେ ନାହିଁ। … Read More
ମାଲକାନଗିରି : ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ମାଲକାନଗିରି ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ନକ୍ସଲମାନେ ରଖୁଛନ୍ତି ଅସ୍ତ୍ରଶସ୍ତ୍ର । କମ୍ବିଂ ଅପରେସନ ବେଳେ ଏଭଳି ତଥ୍ୟ ପାଇଛନ୍ତି ବିଏସଏଫ ଯବାନ ।ଗୁମ୍ଫା ନିକଟରେ କମ୍ବିଂ ବେଳେ … Read More
ବଲାଙ୍ଗିର : ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ଜମା କରିଛନ୍ତି ପୁଳା ପୁଳା ସମ୍ପତ୍ତି। ଆଜି ଭିଜିଲାନ୍ସ ରେଡ୍ ବେଳେ ଏହା ସାମ୍ନାକୁ ଆସିଛି।ପ୍ରଫେସର ସୁଦର୍ଶନ ବେହେରାଙ୍କର ତିନିଟି ବହୁତଳ କୋଠା … Read More