ଓଡ଼ିଶାର ଲୋକ ଚାହୁଁଥିବାରୁ ରତ୍ନଭଣ୍ଡାର ଖୋଲାଯାଉ: ବିଜୟ ମହାପାତ୍ର

ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବା ନେଇ କମିଟି ଗଠନ ହେବା ଦରକାର ରତ୍ନଭଣ୍ଡାର ବି ଖୋଲାଯିବା ଦରକାର। ଏଭଳି ଟିପ୍ପଣୀ ଦେଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।ବିଜୟ ମହାପାତ୍ର କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ଯେଉଁ … Read More

‘ପୂର୍ବୋଦୟ କଳ୍ପନା’ରେ କେନ୍ଦ୍ର ସରକାର ଓଡ଼ିଶାରେ ନୂଆ ଡାକ କାର୍ଯ୍ୟାଳୟ ଖୋଲିବାର ଦାୟିତ୍ୱ ନେଇଛନ୍ତି: ‌ଧର୍ମେନ୍ଦ୍ର

  ପିପିଲି: ଡାକ ଘର ଆପଣଙ୍କ ସେବା ଘର। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଦୁର୍ଗାଦାସପୁର ଗ୍ରାମକୁ ଦେଶ ଦୁନିଆ ସହ ଯୋଡାଯିବାର ଏକ ନୂଆ ଝରକାଟିଏ ତିଆରି ହେଲା ବୋଲି ଶନିବାର ପିପିଲିର ଦୁର୍ଗାଦାସପୁରରେ ‘ନୂଆ ଡାକ ଶାଖା କାର୍ଯ୍ୟାଳୟ’ର … Read More

ଅ‍ବସର ନେବାକୁ ସୁନୀଲ ବଂଶଲଙ୍କୁ ଅନୁମତି, ନୂଆ ବର୍ଷରେ ନୂଆ ଡିଜିପି

ଭୁବନେଶ୍ବର : ନୂଆବର୍ଷରେ ଓଡ଼ିଶା ଦେଖିବ ନୂଆ ପୁଲିସ ଡିଜି ବା ଡିଜିପି। କାରଣ ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି ମିଳିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ତାଙ୍କୁ ଅନୁମତି … Read More

୨୬ରେ ପୁଲିସ୍‌ SI ପରୀକ୍ଷା, ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡ୍‌ମିଟ୍ କାର୍ଡ

ଭୁବନେଶ୍ବର : ଓଡ଼ିଶା ପୁଲିସ୍ ସବ୍ ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ରବିବାର (ନଭେମ୍ବର ୨୬) ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ପ୍ରବେଶ ପତ୍ର (Admit Card) ଓଡ଼ିଶା ପୁଲିସ୍ ୱେବସାଇଟ୍‌ (odishapolice.gov.in)ରେ … Read More

ରତ୍ନଭଣ୍ଡାର ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ASIକୁ କାଠଗଡାକୁ ଅଣାନଯାଉ

ପୁରୀ : ରତ୍ନଭଣ୍ଡାର ଓ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ASIକୁ କାଠଗଡାକୁ ଅଣାନଯାଉ। ASI ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱ ଦୂର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବି। ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା … Read More

ବଡ଼ଦାଣ୍ଡରେ ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି ଶ୍ରଦ୍ଧାଳୁ

ପୁରୀ : ମଠ ବାଡ଼ିର ସହର ହେଉଛି ଶ୍ରୀକ୍ଷେତ୍ର। କାହିଁ କେଉଁ କାଳରୁ ଏହି ସବୁ ମଠବାଡ଼ି ତିଆରି ହୋଇଥିଲା। ଖାସ୍‌ ଶ୍ରଦ୍ଧାଳୁଙ୍କ ପାଇଁ। ହେଲେ ପରିକ୍ରମା ପ୍ରକଳ୍ପ ନାଁରେ ସେସବୁ ମାଟିରେ ମିଶିଛି। ଧୂଳିସାତ୍ ହୋଇଯାଇଛି ଧର୍ମଶାଳା। ତା’ହେଲେ … Read More

ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ର

ପୁରୀ: ସାମାଜିକ ସମରସତା, ସ୍ୱଚ୍ଛତା, ମହିଳା ସଶକ୍ତୀକରଣ ଏବଂ ଅଧିକାରବାଦ ଲକ୍ଷ୍ମୀ ପୂରାଣର ମୂଳ ଚରିତ୍ର। ସାମ୍ପ୍ରତିକ ସମୟରେ ଏହାକୁ ମନେପକାଇ ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ଆଧାରରେ ପୃଥିବୀର ଜ୍ଞାନକୁ ପ୍ରାସଙ୍ଗିକ କରି ଏହି ପ୍ରକାର ସାହିତ୍ୟକୁ … Read More

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଶନିବାର ରାଜ ଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ମାନ୍ୟବର ରାଜ୍ୟପାଳଙ୍କୁ ଏମ୍ସ ଭୁବନେଶ୍ୱରରେ ହେଉଥିବା … Read More

ଟିମ୍‌ ଇଣ୍ଡିଆକୁ ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ, ବେଳାଭୂମିରେ ଆଙ୍କିଲେ ୫୬ ଫୁଟର ବିଶ୍ୱକପ୍‌

ପୁରୀ, ୧୮।୧୧: ଆସନ୍ତା ନଭେମ୍ବର ୧୯ ଅର୍ଥାତ ରବିବାର ଦିନ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବିଶ୍ୱକପ୍‌ ୨୦୨୩। ଏହି ରୋମାଞ୍ଚକର ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ତେବେ ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ … Read More

ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ … Read More