ରାଜଧାନୀରେ ଖୋଲିଲା ସିନୋପସିସ୍‌ର ଚିପ୍‌‌ ଡିଜାଇନ୍‌‌ କେନ୍ଦ୍ର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଲେକ୍ଟୋନିକ୍ସ ଡିଜାଇନ୍‌‌ ଏବଂ ଅଟୋମେସନ୍‌‌ (ଇଡିଏ) କ୍ଷେତ୍ରରେ ବିଶ୍ୱରେ ଆଧିପତ୍ୟ ବିସ୍ତା କରିଥିବା ସିନୋପସିସ୍‌‌ ଭୁବନେଶ୍ୱରରେ ଏକ ଡିଜାଇନ୍‌‌ ସେଣ୍ଟର ଖୋଲିଛି। ଆଜି ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ଭାରତରେ ସିନୋପସିସର ଏହା ପ୍ରଥମ ବୈଷୟିକ … Read More

ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଗିରଫ

ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟଠାରୁ ୧୧୩% ଅଧିକ ସମ୍ପତ୍ତି … Read More

ସରକାରଙ୍କ ଉପରେ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ଦାୟିତ୍ବ ଛାଡ଼ିବା ପରେ କହିଲେ ଦିଲ୍ଳୀ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଳୀ‌ରେ ଆଗକୁ ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ ହେବାକୁ ଥିବାବେଳେ ଏହାକୁ ଏବେ ମନା କରି ଦେଇଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ।  ଶୁକ୍ରବାର ଅପରାହ୍ନରେ ସୁପ୍ରିମକୋର୍ଟ ଏହାର କାର୍ଯ୍ୟକାରିତା ଉପରେ ନିଷ୍ପତ୍ତି ନେବାକୁ ଆମ୍ ଆଦମୀ ପାର୍ଟି (ଆପ୍‌) ସରାକରଙ୍କ … Read More

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

ଆସୁଛି ଲଘୁଚାପ । ଆସନ୍ତା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ … Read More

ହିନ୍ଦୁ ସଂସ୍କୃତି ପାଇଁ ଭାରତରେ ଗଣତନ୍ତ୍ର ବଞ୍ଚିରହିଛି: ଜାଭେଦ ଅଖତର

ମୁମ୍ବାଇ: ଦୀପାବଳି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୀତିକାର ଜାଭେଦ୍ ଅଖତର କହିଛନ୍ତି ଯେ ଯଦି ଭାରତରେ ଗଣତନ୍ତ୍ର ତିଷ୍ଠି ରହିଛି, ତେବେ ଏହା କେବଳ ହିନ୍ଦୁ ସଂସ୍କୃତି ଯୋଗୁଁ ସମ୍ଭବପର ହୋଇଛି। ଆମେ ଠିକ୍ ଏବଂ ଅନ୍ୟମାନେ ଭୁଲ୍ … Read More

ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା  । ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାରୁ  ତୁଳସୀ ସଂଗ୍ରହ କରାଯିବ  । ସବୁ ଅଞ୍ଚଳରୁ ସଂଗ୍ରହ କରିବା ପରେ … Read More

ଏଥର ଦୀପାବଳିରେ ଘାଟାରେ ରହିବ ଚୀନ୍

ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ଲୋକମାନେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ମନୋନିବେଶ କରିଥିବାରୁ ଚୀନ୍‌ ବଡ଼ ଧରଣର କ୍ଷତି ସହିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଆକଳନ ଅନୁସାରେ ଏଥର ଚୀନ୍‌ ତିଆରି ସାମଗ୍ରୀ ବିଶେଷ ବିକ୍ରି ହେବ ନାହିଁ। … Read More

ରାତି ୧୦ଟା ପରେ ଫୁଟିବନି ବାଣ: ଅମାନ୍ୟ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଆସୁଛି ଆଲୋକର ପର୍ବ ଦୀପାବଳୀ  । ସବୁଠି ଜୋରଦାର ପ୍ରସ୍ତୁତି  । ଏବେଠୁ ବାଣ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି । ଏନେଇ ଦୀପାବଳୀ ପୂର୍ବରୁ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି … Read More

ଦକ୍ଷିଣ କୋରିଆରେ ଅଘଟଣ: ଯାଞ୍ଚକର୍ତ୍ତାଙ୍କ ଜୀବନ ନେଇଗଲା ରୋବଟ୍‌

ସିଓଲ: ଦକ୍ଷିଣ କୋରିଆରେ ଏକ ରୋବଟ୍‌ ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ମେସିନ୍ ତାଙ୍କୁ ଏକ ପରିବା ବାକ୍ସ ବୋଲି ଭାବିଥିଲା, ଯାହାର ପରିଚାଳନାରେ ଏହା ନିୟୋଜିତ ଥିଲା। ୪୦ ବର୍ଷ ବୟସ୍କ ରୋବଟିକ୍ସ କମ୍ପାନିର … Read More

ବନ୍ଧୁକ ମୁନରେ ଗାଡ଼ି ଅଟକାଇ ଲୁଟି ନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ

କଟକ:ଦିନ ଦ୍ୱପହରରେ ଲୁଟ । ଟଙ୍କା ଭର୍ତ୍ତି ଭ୍ୟାନକୁ ବନ୍ଧୁକ ମୁନରେ ଅଟକାଇ ଲୁଟିନେଲେ ଦେଢାକୋଟି ଟଙ୍କା ।  ମୁଖାପିନ୍ଧା କିଛି ଦୁର୍ବୃତ୍ତ ଆସି ଏଟିଏମ ଟଙ୍କା ଲୋଡିଂ ହୋଇଥିବା ଭ୍ୟାନକୁ ଲୁଟ କରି ପୋଲିସକୁ ଚାଲେଞ୍ଜ ଦେଇଛନ୍ତି । … Read More