ଓଏଏସ ବଦଳି: ଅମ୍ବର କର ଓଡ଼ିଶା ମଦ ନିଗମ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ବର ; ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । କଟକ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ ଅମ୍ବର କୁମାର କରଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ କର … Read More

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର, କହିଲେ- ରତ୍ନ ଓ ଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ

କଟକ : ରାଜ୍ୟ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ରତ୍ନଭଣ୍ଡାରରେ ସାଇତା ହୋଇଥିବା ରତ୍ନ ଓ ଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି କହିଛନ୍ତି। ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। … Read More

କନ୍ଧମାଳରେ ଲଗାଣ ବର୍ଷା ଜାରି; ତଳିଆ ଅଞ୍ଚଳ ଜଳମଗ୍ନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ଜିଲ୍ଲାରେ ରେକର୍ଡ ପରିମାଣରେ ବର୍ଷା ହୋଇଛି। ଜିଲ୍ଲାର କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୫୮ ମିମି. ବୃଷ୍ଟିପାତ ରେକର୍ଡ କରାଯାଇଛି। ସେହିଭଳି ଫିରିଙ୍ଗିଆ ବ୍ଲକରେ ୧୩୪ ମିମି. ବର୍ଷା ହୋଇଥିବା ବେଳେ ବାଲିଗୁଡ଼ାରେ … Read More

ବାହାନଗା ଟ୍ରେନ୍ ଦୁର୍ଘଟଣା, ଏବେ ବି ପରିଚୟ ଅପେକ୍ଷାରେ ଭୁବନେଶ୍ୱର ଏମ୍ସରେ ୨୯ ଶବ

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୨ ମାସ ବିତିବ । ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୯ ଜଣଙ୍କ ମୃତଦେହ ୨ ମାସ ପରେ ବି ସତ୍କାର ହୋଇ ପାରିନି । ଭୁବନେଶ୍ୱର ଏମ୍ସ … Read More

ଆନ୍ଦୋଳନ ପ୍ରତ୍ୟାହାର କଲା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଲଗାଣ ବର୍ଷାକୁ ଖାତିର ନକରି ଲୋୟର ପିଏମ୍‌ଜି ଛକରେ ଦୁଇ ଦିନ ଧରି ଆନ୍ଦୋଳନ କରିଥିବା ସରକାରୀ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ମଙ୍ଗଳବାର ପ୍ରତିଶ୍ରୁତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନାରେ ପ୍ରତିଶ୍ରୁତି ମିଳିବା ପରେ ଆଉଟସୋର୍ସିଂ ମହାସଂଘର … Read More

୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟର ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ୧୪ ଜିଲ୍ଲାରେ ନୂତନ ଅଧ୍ୟକ୍ଷ ଅନୁଗୁଳ: ସଦାଶିବ ନାୟକ ବାଲେଶ୍ୱର: … Read More

କଲଭର୍ଟ ଭୁଶୁଡି ୫ ମୃତ୍ୟୁ ମାମଲା: ୩ ଯନ୍ତ୍ରୀ ନିଲମ୍ବିତ, ଠିକାଦାରଙ୍କ ନାଁରେ ମାମଲା

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ ଉପରସଜା ଗ୍ରାମରେ କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣାରେ ଗ୍ରାମ୍ୟ ନିର୍ମାଣ ବିଭାଗର ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ସେମାନେ ହେଲେ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ … Read More

ନଦୀରୁ ଗାଧୋଇ ଫେରିବା ସମୟରେ ବଜ୍ରପାତରେ ଯୁବତୀ ମୃତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବିଲେଇସରଡ଼ା ଗାଁରେ ବଜ୍ରପାତରେ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ରୀତା ଷାଣ୍ଢ (୨୭)। ଦିନ ପ୍ରାୟ ୧୧ଟା ବେଳେ ରୀତା ଗାଁ ନିକଟସ୍ଥ ସୁକତେଲ ନଦୀରୁ ଗାଧୋଇ ଫେରିବା ସମୟରେ … Read More

ତୁଟିଲା ବିବାଦ, ଆସନ୍ତା ୯ରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆସନ୍ତା ୯ତାରିଖରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ … Read More

ଯୁବତୀଙ୍କୁ ନିର୍ଯାତନା ମାମଲାରେ ସିଙ୍ଗର ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା, ୨୫ରେ ପରବର୍ତ୍ତୀ ଶୁଣାଣି

ଯୁବତୀଙ୍କୁ ନିର୍ଯାତନା ମାମଲାରେ ସିଙ୍ଗର ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା। ସୁରକ୍ଷା ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହେବେ ନାହିଁ ସୌରିନ। ଯୁବତୀଙ୍କ ଅଭିଯୋଗ ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବଲିଉଡ ସିଙ୍ଗର। … Read More