ଚନ୍ଦ୍ରଯାନ-୩: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚନ୍ଦ୍ରର ଦକ୍ଷିଣମେରୁରେ ସଫଳତାର ସହିତ ଅବତରଣ କରି ଚନ୍ଦ୍ରଯାନ-୩ ଇତିହାସ ରଚିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ବୁଧବାର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ବିଜ୍ଞାନ ପାଇଁ ଏହି ସମୟ ଉଲ୍ଲେଖନୀୟ … Read More

ମାନସ ସ୍ୱାଇଁ ହତ୍ୟା ମାମାଲା: ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠଙ୍କ ସାକ୍ଷ୍ୟ ପ୍ରଦାନ ଶେଷ

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ଚତୁର୍ଥ ସାକ୍ଷୀ ତଥା ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ ଓରଫ ସୋନିର ଆଜି ଜେରା ଶେଷ ହୋଇଛି। ତେବେ ଆଜି ନିରଞ୍ଜନ ସେଠିର ଓକିଲ ଶରତ … Read More

ଇସ୍ରୋର ଚନ୍ଦ୍ରଯାନ-୩ ସଫଳତା ପଛରେ ଥିବା ବୈଜ୍ଞାନିକଙ୍କ ବାବଦରେ ଜାଣନ୍ତୁ

ବହୁଦିନର ସ୍ୱପ୍ନ ଶେଷରେ ସାକାର ହୋଇଛି। ଚନ୍ଦ୍ରମାରେ ପଡିଛି ଭାରତର ପାଦ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଛି ଚନ୍ଦ୍ରଯାନ-3। ଏହି ସଫଳତା ପରେ ଇସ୍ରୋ ବାଜ୍ଞାନିକଙ୍କ ସମେତ ପୂରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ … Read More

ଇତିହାସ ରଚିଲା ଭାରତ : ଚନ୍ଦ୍ରପୃଷ୍ଠରେ ଓହ୍ଲାଇଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତର ମହାକାଶ ଅଭିଯାନ ଇତିହାସରେ ଚନ୍ଦ୍ରଯାନ-୩ ଏକ ସ୍ମରଣୀୟ ଅଭିଯାନ ହୋଇଛି। ଆମେରିକା, ଚୀନ୍ ଓ ପୂର୍ବତନ ସୋଭିଏତ ସଙ୍ଘ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେଇଛି। ସଫ୍ଟ ଲ୍ୟାଣ୍ଡିଂ ହାସଲ କରିବା କେବଳ … Read More

ଉତ୍ତରପୂର୍ବ ରାଜ୍ୟ ପାଇଁ ଥିବା ସ୍ୱତନ୍ତ୍ର ବ୍ୟବସ୍ଥାରେ ହାତ ମାରିବେନି କେନ୍ଦ୍ର ସରକାର

ଭାରତର ଉତ୍ତପୂର୍ବ ରାଜ୍ୟଗୁଡ଼ିକ ପାଇଁ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଓ ଲାଗୁ ହେଉଥିବା ନିୟମରେ ହାତ ମାରିବାକୁ କେନ୍ଦ୍ର ସରକାର କୌଣସି ପ୍ରକାରର ଯୋଜନା ରଖି ନାହାନ୍ତି। ଆଜି ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇ ଦେଇଛନ୍ତି। ସଲିସିଟିର … Read More

ବିନା ବସ୍ ଭଡ଼ାରେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯିବେ ଭଉଣୀ

ଲକ୍ଷ୍ନୌ: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାରଙ୍କ ବଡ଼ ଉପହାର। ବିନା ବସ୍ ଭଡ଼ାରେ ଭଉଣୀ ଯିବେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ । ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନଙ୍କୁ ଯାତାୟତରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ … Read More

ଦିଲ୍ଲୀ ଏୟାରପୋର୍ଟରେ ମୁହାଁମୁହିଁ ହେବାକୁ ଯାଉଥିଲା ୨ ବିମାନ; ଟଳିଗଲା ବଡ ବିପଦ

ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ ଏକ ବଡ ଧରଣର ବିମାନ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଗୋଟିଏ ସମୟରେ ଦୁଇଟି ଅଲଗା ଅଲଗା ବିମାନକୁ ଲାଣ୍ଡିଂ ଏବଂ ଟେକ ଅଫ ଅନୁମତି ଦିଆ ଯାଇଥିଲା । ତେବେ ଦୁର୍ଘଟଣା ଘଟିବା ପୂର୍ବରୁ … Read More

ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ୫ ମୃତ ୧୦ ନିଖୋଜ

ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ସିରାଜରେ ଭୂସ୍ଖଳନ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ରହିଛନ୍ତି । ସିମଲାର ବଲଦେୟାରେ ଭୂସ୍ଖଳନ ହେବାକୁ ଯୋଗୁଁ ଦମ୍ପତିଙ୍କ ଜୀବନ ଚାଲିଯାଇଛି । ଏହାଛଡା ସିରାଜର ଗୋଶାଳା … Read More

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ସାମିଲ ହେବେ ୮୦ ନେତା, ୫ ମୁଖ୍ୟମନ୍ତ୍ରୀ

ବିଜେପି ବିରୋଧରେ ଏକାଠି ହୋଇଥିବା ବିରାଧୀ ଦଳଗୁଡ଼ିକର ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହାବୈଠକରେ ୨୬ଟି ଦଳର ୮୦ ଜଣ … Read More

ବାଇଡେନଙ୍କ ପାଇଁ ଆଇଟିସି ମୋର୍ଯ୍ୟର ୪୦୦ ରୁମ୍‌ ବୁକ, ତାଜରେ ରହିବେ ଜିନପିଙ୍ଗ

ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଜୋରସୋରରେ ପ୍ରସ୍ତୁତି କରୁଛି । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଭାରତ ଛଡା ଅନ୍ୟ ଦେଶର ରାଜନୈତିକ, ସାଂସ୍କୃତିକ ଏବଂ ବ୍ୟାପାର … Read More