କଟକର ପୂର୍ବତନ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

କଟକ: ପୂର୍ବତନ ବିଧାୟକ ତଥା କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ ହୋଇଯାଇଛି। କଟକର ମଙ୍ଗଳବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୫ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ … Read More

ଦେଢ଼ ମାସର ବିବାଦ ପରେ ଶ୍ରୀଜିଉଙ୍କର ହେଲା ବନକଲାଗି ନୀତି

ବହୁ ବାଦବିବାଦ ପରେ ଆଜି ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ଗୁପ୍ତ ବନକଲାଗି ନୀତି। ସେଥିପାଇଁ ସନ୍ଧ୍ୟା ୬ଟାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ତେବେ କ’ଣ ଏହି ବନକଲାଗି ନୀତି? କେମିତି କରାଯାଏ ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର? କଣ ସବୁ … Read More

ବେଜିଂରେ ପ୍ରବଳ ବର୍ଷା, ୩୩ ମୃତ

ବେଜିଂ : ବେଜିଂରେ ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୩୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୮ ଜଣ ଏବେ ବି ନିଖୋଜ ଅଛନ୍ତି। ଚୀନ୍‌ ରାଜଧାନୀ ବେଜିଂରେ ଗତ କିଛି ସପ୍ତାହ ଧରି … Read More

ଶିଶୁ ଯତ୍ନ ପାଇଁ ମାଆ ଓ ଏକୁଟିଆ ବାପାଙ୍କୁ ମିଳିବ ୭୩୦ ଦିନ ଛୁଟି: କେନ୍ଦ୍ର

ନୂଆଦିଲ୍ଲୀ: ସରକାରୀ ଚାକିରି କରିଥିବା ମହିଳା ଓ ବିପତ୍ନୀକ ପୁରୁଷଙ୍କୁ ଶିଶୁର ଯତ୍ନ ନେବା ପାଇଁ ସର୍ବାଧିକ ୭୩୦ ଦିନର ଛୁଟି ମିଳିବ ବୋଲି ଆଜି ଲୋକସଭାରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର … Read More

ଅକ୍ଟୋବରରୁ ଅନ୍‌ଲାଇନ୍‌ରେ ପେନ୍‌ସନ୍ ଆବେଦନ ବାଧ୍ୟତାମୂଳକ

ଭୁବନେଶ୍ୱର: ଅକ୍ଟୋବର ପହିଲାରୁ ଅନ୍‌ଲାଇନ୍‌ରେ ପେନ୍‌ସନ୍ ଆବେଦନ ବାଧ୍ୟତାମୂଳକ ହେବ। ପେନସନ ଓ ଭବିଷ୍ୟନିଧି ଆବେଦନ ଅନ୍‌ଲାଇନ୍‌ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ। ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ଅର୍ଥ ବିଭାଗର … Read More

ରାତି ଅଧରେ ହାଇଡ୍ରାମା; ଭାଙ୍ଗିଲା ପାକିସ୍ତାନ ସଂସଦ

ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜେଲ୍‌ ଚାରିକାନ୍ଥରେ ଥିବା ବେଳେ ଗତକାଲି ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ … Read More

ବାହାନଗା ଟ୍ରେନ ଦୁର୍ଘଟଣା: ଏବେ ବି ୨୯ ଜଣଙ୍କ ମୃତଦେହ ଚିହ୍ନଟ ହୋଇନି

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ୨ ମାସରୁ ଅଧିକ ଦିନ ବିତିଲାଣି। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ଶବଗୁଡିକ ଭୁବନେଶ୍ୱର ଏମ୍ସରେ … Read More

ବ୍ରିଟେନ ଶିକ୍ଷକଙ୍କୁ ୧୨ ବର୍ଷ ଜେଲ୍‌; ଭାରତୀୟ ଶିଶୁଙ୍କୁ ଫସାଇ କରୁଥିଲେ ପର୍ଣ୍ଣ ଭିଡିଓ

ଟଙ୍କାର ଲୋଭ ଦେଖାଇ ଅନଲାଇନ୍‌ରେ ଭାରତୀୟ ଶିଶୁଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରୁଥିଲେ। ଏହାପରେ ତାହାକୁ ନିଜ ପର୍ଣ୍ଣ ୱେବସାଇଟ୍‌ରେ ଅପଲୋଡ଼ କରି ମାଲେମାଲ ହେଉଥିଲେ। ଦୀର୍ଘ ବର୍ଷ ହେଲା ଏପରି ଘୃଣ୍ୟ କାମ କରୁଥିବା ଲଣ୍ଡନର ଜଣେ … Read More

ବଦଳିବ ପ୍ରାଥମିକ ଶ୍ରେଣୀଗୃହ ପରିବେଶ, ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ

ଭୁବନେଶ୍ୱର: ବଦଳିବ ପ୍ରାଥମିକ ଶ୍ରେଣୀ ଗୃହ ପରିବେଶ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ। ଦରିରେ ବସିବେ, ରଙ୍ଗୀନ ଡେକ୍ସରେ ଲେଖିବେ ଛାତ୍ରଛାତ୍ରୀ। କାନ୍ଥଚିତ୍ର, ଶୈକ୍ଷିକ ଉପକରଣ ବଢ଼ାଇବ ଆଗ୍ରହ। ପ୍ରଥମ ପର୍ଯ୍ୟାୟରେ ୬ ହଜାରରୁ … Read More

୭୦ ହଜାରରେ କିଣି ଯାହାକୁ ବିବାହ କରିଥିଲେ, ଶେଷରେ ତା’ ଜୀବନ ନେଇଗଲେ

୭୦ ହଜାର ଟଙ୍କା ଦେଇ ଯାହାକୁ କିଣି ଆଣି ବିବାହ କରିଥିଲେ, ଶେଷରେ ତା’ ଜୀବନ ନେଇଗଲେ। ଏହାପରେ ନିଜ ପତ୍ନୀର ମୃତଦେହକୁ ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଇଥିବା ବେଳେ ପୁଲିସ୍ ତାହାକୁ ଜବତ କରି ଘଟଣାର ଖୋଳତାଡ଼ କରିଛି। ମୃତା ମହିଳାଙ୍କ … Read More