ବଢିଲା ମଧୁବାବୁ ପେନସନ୍ ଯୋଜନା କଳେବର, ସାମିଲ ହେଲେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ
ଭୁବନେଶ୍ବର: ବଢିଲା ମଧୁବାବୁ ପେନସନ୍ ଯୋଜନା କଳେବର। ସାମିଲ ହେଲେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ । ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି । ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ … Read More