ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷାର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଅନୁଗୁଳ, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, ଯାଜପୁର, କନ୍ଧମାଳ, କେଉଁଝର, କଳାହାଣ୍ଡି, … Read More

ବଢ଼ୁଛି ଜଳକା ଓ ସୁବର୍ଣ୍ଣରେଖା: ଉତ୍ତର ବାଲେଶ୍ଵରରେ ବନ୍ୟା ପରିସ୍ଥିତି

ଜଳେଶ୍ଵର: ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗତକାଲି ପୂର୍ବାହ୍ନ ୮ଟାରୁ ଆଜି ପୂର୍ବାହ୍ନ ୮ … Read More

“ମୋ ସ୍କୁଲ” ନାଁରେ ବଡ଼ ଧରଣର ସାଇବର ଠକେଇ: ମାମଲା ରୁଜୁ

ଭୁବନେଶ୍ବର:  ନକଲି ୱେବସାଇଟ ପ୍ରସ୍ତୁତ କରି ଆଶାୟୀଙ୍କୁ ଠକୁଛନ୍ତି ସାଇବର ଲୁଟେରା। ପୁଲିସ୍ କମିଶନରଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କଲେ ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥି ଏସ। ଏହି ନକଲି ୱେବସାଇଟରେ ମୋ ସ୍କୁଲ ଅଫିସରେ ଡାଟା ଏଣ୍ଟ୍ରି … Read More

ଅର୍ଚ୍ଚନା ନାଗଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ: ଅର୍ଚ୍ଚନା ନାଗଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ। ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ। କିନ୍ତୁ ଇଡି ମାମଲାରେ ଜାମିନ ମିଳି ନ ଥିବାରୁ ଏବେ ବି ଜେଲରେ ରହିବେ ଅର୍ଚ୍ଚନା। ପୂର୍ବରୁ ଏପ୍ରିଲ ମାସରେ ଅକ୍ଷୟ ପରିଜା … Read More

ବିଜେଡିର ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି-ଆପ୍

ଭୁବନେଶ୍ୱର: ଘରେ କଳି । ବାହାରେ ମେଳି । ବିଜୁ ଜନତା ଦଳର ଏପରି ନୀତିକୁ ତୀବ୍ର ସମାଲୋଚନା କରିଛି ଆପ । ଦିଲ୍ଲୀ ବିଲ ଓ ଅନାସ୍ଥା ପ୍ରସ୍ତାବ ବିଲରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଥିବାରୁ ବିଜେଡି ସରକାର ଉପରେ … Read More

ଗାଧୋଇବା ବେଳେ ଭାସିଗଲେ ମହିଳା: ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

କେନ୍ଦୁଝର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ସେପଟେ ଲଘୁଚାପ ପ୍ରଭାବରୁ କେନ୍ଦୁଝରରେ ମଙ୍ଗଳବାରଠାରୁ ଲାଗିରହିଛି ବର୍ଷା l ବୁଧବାର ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମିଲି ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିମିଟର ବର୍ଷା … Read More

କାମ ନ ସରୁଣୁ ନାଗାବଳୀ ନଦୀ ପୋଲରେ ଫାଟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମାଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ନାଗାବଳୀ ପୋଲ ଦବିଲା । ନାଗାବଳୀ ନଦୀ ଉପରେ ନିର୍ମିତ ଏହି ପୋଲ ଦବିବା ସହିତ ସୁରକ୍ଷା କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଆଁ … Read More

ବାଘ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ଫୋର୍ସଙ୍କୁ ନେଇ ଗଠନ ହେଲା ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ବନ ବିଭାଗର ବଡ଼ ପଦକ୍ଷେପ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ (JTF)। ଏହି ଟାସ୍କ ଫୋର୍ସରେ ରହିବେ … Read More

ପୋଲ ଉପରେ ୫ଫୁଟର ବନ୍ୟାଜଳ; ସୁଆକାଟି-ରାଉରକେଲା ଯୋଗାଯୋଗ ବିଚ୍ଛିନ୍ନ

ବାଂଶପାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ଜିଲ୍ଲା ବାଂଶପାଳ ସିଂପୁର ବଇଙ୍ଗା ନାଳ। ପୋଲ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ। ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ପାଣିରେ ବୁଡ଼ି ରହିଛି ଟ୍ରକ୍‌। ସୁଆକାଟି-ରାଉରକେଲା … Read More

ବିଜେଡି ସହ ବିଜେପି ମିଶିକି ଅଛି: ଶରତ ପଟ୍ଟନାୟକ

ଭୁବନେଶ୍ବର : ବିଜେଡି ସହ ବିଜେପି ମିଶିକି ଅଛି। ମଣିପୁର ହିଂସା ପ୍ରସଙ୍ଗରେ ପଦୁଟିଏ କହିଲେ ନାହିଁ ନବୀନ ସରକାର। ବିଜେଡିର ମହିଳାଙ୍କ ପାଇଁ ଦରଦ ନାହିଁ। ଡରି ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲେ। ଆଉ ବିଜେପିକୁ ସମର୍ଥନ କଲେ। ଏଭଳି କହି … Read More