ଭଡ଼ାଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧୀନ ପ୍ରାଚୀବିହାର ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପୁଲିସ ମୃତଦେହକୁ ଉଦ୍ଧାର କରିଛି। ଯୁବକ ଜଣକ ବେକରେ ଗାମୁଛା ଦେଇ ଫ୍ୟାନ୍ରେ ଝୁଲି ପଡିଥିବା ଜଣାପଡ଼ିଛି। ପୁଲିସ କବାଟ ଭାଙ୍ଗି … Read More