ନିଜ ଘରେ ଅଛନ୍ତି ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ

ବଲାଙ୍ଗିର: ହସପିଟାଲ ନୁହେଁ, ଘରେ ଅଛନ୍ତି ମହିଳା ଏସଆଇ । ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ ବାଗ ଘରକୁ ପଳାଇଛନ୍ତି । ସେ ତାଙ୍କ ପୈତୃକ ଘରେ ଅଛନ୍ତି । ଭବାନୀ ପାଟଣାସ୍ଥିତ … Read More

ବିଜେଡି ନେତା କ୍ରୀତଦାସ ହୁଅ ନହେଲେ ଜେଲ୍‌ରେ ରୁହ: ବିଜୟ ପଟ୍ଟନାୟକ

ଭୁବନେଶ୍ବର: ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଗୋପାଳ ପାଣିଗ୍ରାହୀଙ୍କୁ ବିରୋଧ କରାଯାଇଥିଲା। ଏଥିଲାଗି ଯେଉଁ ହାଇ ଡ୍ରାମା ଦେଖିବାକୁ ମିଳିଲା, ତାକୁ ନେଇ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗଞ୍ଜାମରେ ଘଟିଥିବା … Read More

ବରିଷ୍ଠ ଗୀତିକାର ଦେବ କୋହଲିଙ୍କର ଦେହାନ୍ତ

ମୁମ୍ବାଇ: ଆଉ ନାହାନ୍ତି ଭାରତୀୟ ସିନେମାର ଜଣାଶୁଣା ଗୀତିକାର ଦେବ କୋହଲି । ଦେବ କୋହଲିଙ୍କ ମୃତ୍ୟୁରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେବ କୋହଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା … Read More

୫-ଟି ସଚିବଙ୍କ ଗଜପତି ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ପାରଳାଖେମୁଣ୍ଡି: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବା ଉପରେ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଏବଂ ଆଜି ସକାଳୁ ୫ଟି ସଚ୍ଚିବ ଭିକେ ପାଣ୍ଡିଆନଙ୍କ ଆକସ୍ମିକ ଗଜପତି ଗସ୍ତ ବେଳେ … Read More

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରୁ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି। ପ୍ରଣବ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ପତ୍ନୀ … Read More

ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଚାଲିଛି ରାଖି

ପୁରୀ: ଆଉ ୫ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ମାନବଦେହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ବି ଏହି ଲୀଳାଖେଳରେ ବାନ୍ଧି ହୋଇ ରହିଛନ୍ତି। ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାଖୀ ବାନ୍ଧିବେ। … Read More

ରାଜଧାନୀରେ ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ

ଭୁବନେଶ୍ଵର: ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ଆତଙ୍କିତ ହୋଇପଡି଼ଛନ୍ତି ଭୁବନେଶ୍ବରବାସୀ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରୁ , କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ … Read More

‘ୱାଗ୍‌ନର୍‌’ ମୁଖ୍ୟ ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି କଥାକୁ ଅସ୍ବୀକାର କଲା ରୁଷ୍‌

ମସ୍କୋ: କ୍ରେମ୍‌ଲିନ୍‌ ଆଦେଶକ୍ରମେ ‘ୱାଗ୍‌ନର୍‌’ ମୁଖ୍ୟ ୟେଭ୍‌ଗେନି ପ୍ରିଗୋଜିନ୍‌ଙ୍କୁ ହତ୍ୟା କରାଯାଇଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କରୁଥିବା ଦାବି ‘ଡାହା ମିଛ’ ବୋଲି ଶୁକ୍ରବାର ଦିନ ରୁଷ୍‌ କହିଛି। କିନ୍ତୁ, ପ୍ରିଗୋଜିନ୍‌ଙ୍କ ମୃତ୍ୟୁର କାରଣ ବିଷୟରେ କିଛି ସୁନିଶ୍ଚିତ ନ କରି … Read More

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯାଗ

ଆଠମଲ୍ଲିକ: ଥମୁନି ଲଜ୍ଜ୍ୟା । ଆଠମଲ୍ଲିକ ଠାକୁରଗଡ ଥାନା ବନ୍ଦଗାଁ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ମୃତକ ସସ୍ମିତା  ନାୟକ ବୋଲି ଜଣାପଡିଛି  । … Read More

ପେଟ୍ରୋଲ୍‌ ଟ୍ୟାଙ୍କର୍‌ ସହ ଧକ୍କା ଖାଇ ଜଳିଗଲା ଦ୍ରୁତଗାମୀ ‘ରୋଲ୍ସ୍‌-ରଏସ୍‌’ କାର୍‌

ନୂଆଦିଲ୍ଲୀ: ‘ଦିଲ୍ଲୀ-ମୁମ୍ବାଇ-ବରୋଦା ଏକ୍ସପ୍ରେସ୍‌ୱେ’ରେ ମଙ୍ଗଳବାର ଦିନ ଘଣ୍ଟାପ୍ରତି ୨୦୦ କିଲୋମିଟର୍‌ ବେଗରେ ଗତି କରୁଥିବା ‘କୁବେର୍‌ ଗ୍ରୁପ୍‌’ର ନିର୍ଦେଶକ ବିକାଶ ମାଲୁଙ୍କ ‘ରୋଲ୍ସ୍‌-ରଏସ୍ ଫ୍ୟାଣ୍ଟମ୍‌’ କାର୍‌ ନୁହ୍‌ ଅଞ୍ଚଳରେ ଏକ ପେଟ୍ରୋଲ୍‌ ଟ୍ୟାଙ୍କର୍‌କୁ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ହେବା … Read More