ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

  ବୌଦ୍ଧ: ଜଙ୍ଗଲରୁ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ । ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁମରକାନୀ ଖଲିଆମୁଣ୍ଡା ନାଳ ନିକଟ ଜଙ୍ଗଲରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ହତ୍ୟା କରି କେହି ଜଙ୍ଗଲରେ ଫିଙ୍ଗି ଦେଇଛି। … Read More

ହିନ୍ଦୁଧର୍ମକୁ ଧୋକା କହିଥିବା ସମାଜବାଦୀ ନେତାଙ୍କ ଜିଭ କାଟିବାକୁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ କଂଗ୍ରେସ ନେତା

ମୋରାଦାବାଦ:  ହିନ୍ଦୁଧର୍ମକୁ ଧୋକା ବୋଲି କହି ସମ୍ପ୍ରତି ବିବାଦରେ ପଡ଼ିଥିବା ‘ସମାଜବାଦୀ ପାର୍ଟି’ର ନେତା ସ୍ବାମୀପ୍ରସାଦ ମୌର୍ଯ୍ୟଙ୍କ ଜିଭ ଯିଏ କାଟି ପାରିବ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଉତ୍ତର ପ୍ରଦେଶର ଜଣେ କଂଗ୍ରେସ … Read More

‘ଇସ୍ରୋ’ ବୈଜ୍ଞାନିକ କହି ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍‌ ଡିଜାଇନ୍‌ କରିଛନ୍ତି ବୋଲି ଦାବି କରିଥିବା ଟ୍ୟୁସନ୍‌ ଶିକ୍ଷକ ଗିରଫ

ସୁରତ: ନିଜକୁ ‘ଇସ୍ରୋ’ର ବୈଜ୍ଞାନିକ ତଥା ‘ଚନ୍ଦ୍ରଯାନ-୩ର ବିକ୍ରମ୍‌ ଲ୍ୟାଣ୍ଡର୍‌’ର ଡିଜାଇନ୍‌ କରିଛନ୍ତି ବୋଲି କହି ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଉଥିବା ଟ୍ୟୁସନ୍‌ ଶିକ୍ଷକ ମିତୁଲ ତ୍ରିବେଦୀଙ୍କୁ ବୁଧବାର ଦିନ ସୁରତ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଛି। ନିଜ ଦାବିକୁ ସତ୍ୟ … Read More

ଗଡଗଡ଼ିଆ ଘାଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀ ଗଡଗଡ଼ିଆ ଘାଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ମହିଳାଙ୍କ ବୟସ ୩୫ ରୁ ୪୦ ଭିତରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଉପସ୍ଥିତ ଥିବାବେଳେ … Read More

କୀଟନାଶକ ପିଇ ଯୁବକ ଗୁରୁତର

କଲମପୁର: ବନ୍ଧକନା ଠାରେ ଜଣେ ଯୁବକ ମଙ୍ଗଳବାର ରାତିରେ କୀଟନାଶକ ପାଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରିବାର ଲୋକ ଉଦ୍ଧାର କରି ବିଳମ୍ବିତ ରାତିରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ … Read More

ଗାଁକୁ ଫେରିଲା ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଶ୍ରମିକଙ୍କ ମୃତଦେହ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଅଧିନରେ ଥିବା ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ମୃତ ଭୋଲେଶ୍ୱର ମୁଖୀଙ୍କ ମୃତଦେହ ନିଜ ଗାଁ ପୋଡାପଡାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଗତ ତିନିବର୍ଷ ହେଲା ମୃତ … Read More

ସୁଟିଂରେ ଷ୍ଟଣ୍ଟ ମାରିବା ବେଳେ ପ୍ରଖର ସ୍ରୋତରେ ବୁଡ଼ି ଗଲେ ଓଡ଼ିଆ ନାୟକ

କଟକ : ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ ଡେଇଁବାର ଦୃଶ୍ୟର ସୁଟିଂ … Read More

ଆମାଜାନର ସିନିୟର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା

ଅନଲାଇନ୍‌ ସପିଂ ସାଇଟ୍‌ ଆମାଜାନର ଜଣେ ସିନିୟର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏପରି ସାଂଘାତିକ ଘଟଣା ଘଟିଛି। ଉକ୍ତ ସମୟରେ ସିନିୟର ମ୍ୟାନେଜରଙ୍କ ସହ ଥିବା ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗତକାଲି … Read More

ଚୀନ୍ ନୂଆ ମ୍ୟାପ୍ ଜାରି କରିବା ପରେ ପୁରୁଣା କଥା ଦୋହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

ଚୀନ୍ ନୂଆ ମ୍ୟାପ୍ ଜାରି କରିବା ପରେ ପୁରୁଣା କଥା ଦୋହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। କହିଲେ ମୁଁ ବର୍ଷ ବର୍ଷ ଧରି ଏହା କହୁଛି। ଚୀନ୍ ଆମର ଇଞ୍ଚେ ଜମି ବି ନେଇ ନାହିଁ ବୋଲି କେନ୍ଦ୍ର ସରକାର … Read More

କାଉଡ଼ିଆଙ୍କୁ ଧକ୍କା ଦେଲା ବାଇକ, ୭ ବୋଲବୋମ ଭକ୍ତ ଆହତ

ବ୍ରହ୍ମପୁର: ବାଇକ ଧକ୍କାରେ ୭ ଜଣ ବୋଲ ବୋମ ଭକ୍ତ ଆହତ । ଗଞ୍ଜାମ ଜିଲ୍ଲା ନୂଆପଡା ପୋଲିସ ଫାଣ୍ଡି ପାଖ ଚାନ୍ଦପୁର ନିକଟରେ ବାଇକ ଧକ୍କାରେ ୭ ଜଣ ବୋଲବୋମ ଭକ୍ତ ଆହତ ହୋଇଛନ୍ତି । କାଉଡ଼ିଆମାନେ ମୌଳାଭଞ୍ଜଣା ନଦୀରୁ … Read More