ନବୀନ-ଶାହ ରୁଦ୍ଧଦ୍ବାର ବୈଠକ : ୩୦ ମିନିଟ୍ ଧରି ଅଲୋଚନା କଲେ ଦୁଇ ନେତା
ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା ଅମିତ ଶାହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟ ଅଧଘଣ୍ଟା ରୁଦ୍ଧ ଦ୍ବାର ବୈଠକ କରିଛନ୍ତି। ଏହି ଦୁଇ ନେତାଙ୍କ ବୈଠକବେଳେ କୌଣସି ନେତା କି ଅଧିକାରୀ ଉପସ୍ଥିତ ନଥିବା କୁହାଯାଉଛି। … Read More