ମହାନଦୀରେ ବନ୍ୟା: ତଳିଆ ଅଞ୍ଚଳରେ ପସିଲା ପାଣି, ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ବାଙ୍କୀ: ମହାନଦୀରେ ବନ୍ୟା ଜଳ ଆସିଛି। ଅନେକ ଗାଁକୁ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାର ପ୍ରଭାବରେ ବାଙ୍କୀ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଖାଲୁଆ ସ୍ଥାନ ବର୍ଷାଜଳରେ ପରିପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଥିଲା। ମହାନଦୀରେ ବୁଧବାର ସଂଧ୍ୟାସୁଦ୍ଧା … Read More