କମିଶନରେଟ ପୁଲିସ ଭାଙ୍ଗିଲା ଅପରାଧୀଙ୍କ ଘର

ଭୁବନେଶ୍ବର : ଉତ୍ତର ପ୍ରଦେଶ ସରକାର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ୱରୂପ ସେମାନଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇ ଦେଉଥିବା ବେଳେ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ମଧ୍ୟ ଆପଣାଇଛି ସମାନ ପନ୍ଥା। ଆଜି ରାଜଧାନୀ ଭୁବନେଶ୍ୱରରେ କମିଶନରେଟ … Read More

୨୩ରେ ହୀରାକୁଦ ଡ୍ୟାମରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ସମ୍ବଲପୁର : ଆସନ୍ତା ୨୩ ତାରିଖ (ରବିବାର) ସକାଳ ୯ଟାରେ ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଡ୍ୟାମ୍‌ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ବର୍ଷା ଯୋଗୁ କ୍ରମାଗତ ଭାବରେ ହୀରାକୁଦ … Read More

ପୋଖରୀରେ ବୁଡ଼ି ବାଳକର ମୃତ, ବାଳିକା ଗୁରୁତର

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମିଟୁଆଣୀ ଗ୍ରାମର ଖେଡ଼ିଆପୋଷି ଗ୍ରାମରେ ଗୁରୁବାର ଅପରାହ୍ନରେ ପୋଖରୀରେ ବୁଡ଼ି ଜଣେ ୪ ବର୍ଷ ବୟସର ବାଳକର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଜଣେ ୫ ବର୍ଷ ବୟସର ବାଳିକା ଗୁରୁତର ଅଛି। … Read More

ବଙ୍ଗୋପସାଗରରେ ଲଘୁଚାପ : ପ୍ରବଳ ବର୍ଷାର ସମ୍ଭାବନା, ୧୪ ଟି ଜିଲ୍ଲାରେ ୟେଲୋ ଏବଂ ୧୧ଟି ଜିଲ୍ଲାରେ ଅରେଞ୍ଜ ସତର୍କତା

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ … Read More

ୟୁସିସିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲା ଅକାଳୀ ଦଳ

ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ପୁରୁଣା ସହଯୋଗୀ ଅକାଳୀ ଦଳ ସମାନ ନାଗରିକ ସଂହିତା ବା ୟୁସିସିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ ସମ୍ବିଧାନରେ ଯାହାର ବ୍ୟସସ୍ଥା ନାହିଁ ତାହାକୁ … Read More

ମୁମ୍ବାଇ କୋଭିଡ୍‌ ସେଣ୍ଟର ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀଙ୍କ ସମେତ ୨ ଗିରଫ

ମୁମ୍ବାଇ :  ମୁମ୍ବାଇ କୋଭିଡ୍‌ ସେଣ୍ଟର ଦୁର୍ନୀତି ମାମଲାରେ ଶିବସେନା (ଉଦ୍ଧବ) ନେତା ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକର ଏବଂ ଡାକ୍ତର କିଶୋରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏହି ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରୀ। … Read More

ଏସିଆ କପ୍‌ ସୂଚୀ: ପାକିସ୍ତାନ ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଜୟ ଶାହ ବୁଧବାର ଏସିଆ କପ୍‌ ସୂଚୀ ଘୋଷଣା କରିଛନ୍ତି। ୭ ଥରର ବିଜେତା ଭାରତ ତା’ର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ ସେପ୍ଟେମ୍ବର ୨ରେ କାଣ୍ଡିରେ … Read More

ଟ୍ରେଡମିଲ୍‌ରେ ବିଦ୍ୟୁତ୍‌ ସଂଯୋଗ ହୋଇଯିବାରୁ ଦଉଡ଼ୁଥିବା ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଟ୍ରେଡମିଲ୍‌ରେ ଯୁବକ ଦୌଡ଼ୁଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇଗଲା। ଫଳରେ ସେଠାରେ ହିଁ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ। ଏପରି ଏକ ଅଘଟଣ ନୂଆଦିଲ୍ଲୀର ରୋହିଣି ଅଞ୍ଚଳରେ ଗତ ମଙ୍ଗଳବାର ଘଟିଛି। ମୃତକଜଣକ ୨୪ ବର୍ଷୀୟ ସକ୍ଷମ … Read More

ଗୁଗଲ କର୍ମଚାରୀମାନଙ୍କ ଦରମା ତାଲିକା ଲିକ୍ ହେଲା

ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର କର୍ମଚାରୀମାନଙ୍କୁ ଦରମା ବାବଦରେ କେତେ ଟଙ୍କା ଦେଉଛି? କମ୍ପାନୀ ସବୁବେଳେ ଦାବି କରି ଆସୁଛି ଯେ ସଂସ୍ଥାର କର୍ମଚାରୀମାନଙ୍କୁ ମୋଟ ଅଙ୍କର ଦରମା ମିଳୁଛି। କର୍ମଚାରୀଙ୍କୁ ଅଧିକ ଦରମା ଦେଉଥିବା କମ୍ପାନୀଗୁଡ଼ିକ ମଧ୍ୟରେ … Read More

ନୂଆ ବୈଜ୍ଞାନିକ ଅଧ୍ୟୟନ : ଜଡ଼ ଧାତୁ ପାଖରେ ସ୍ବୟଂ ସୁସ୍ଥ ହେବା ଲାଗି ପ୍ରାକୃତିକ କ୍ଷମତା ରହିଛି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଧାତୁକୁ ନେଇ ଏକ ଆଶ୍ଚର୍ଯ୍ୟକର ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ। ସେମାନେ ଜାଣିବାକୁ ପାଇଛନ୍ତି ଯେ, ଭାଙ୍ଗି ଯାଇଥିବା ଧାତୁ ସ୍ୱୟଂ ପରିଚାଳନା ହେବାର ସମ୍ଭାବନା ରହିଛି। ଏଗୁଡିକ ମଣିଷର ବିନା ହସ୍ତକ୍ଷେପରେ ଗର୍ତ୍ତ ହୋଇଥିବା ସ୍ଥାନ … Read More