ଥମୁନି ମଣିପୁର ହିଂସା: ସ୍କୁଲ ବାହାରେ ମହିଳାଙ୍କୁ ଗୁଳି କରି ହତ୍ୟା
ମଣିପୁରର ଇମ୍ଫାଲ ପଶ୍ଚିମରେ ଗୁରୁବାର ଏକ ସ୍କୁଲ ବାହାରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ମୃତା ଏବଂ ଦୁର୍ବୃତ୍ତମାନଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। କହି ରଖୁଛୁ କି, ମଣିପୁରରେ … Read More