ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ଆହୁରି ପ୍ରଖର କରିବ ଚଳିତ ବଜେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ଆର୍ଥିକ ୨୦୨୬-୨୦୨୭ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ତେବେ ଏହି ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି କି,ଏହି ବଜେଟ୍ ଐତିହାସିକ । ଏହି … Read More

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍‌ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍‌ରେ … Read More

ମହାମହିମଙ୍କ ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ନିଯୋଜିତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି |ବ୍ଲୁ ବୁକ … Read More

ସାତକୋଶିଆରେ ବଢ଼ିଲା କୁମ୍ଭୀର ସଂଖ୍ୟା

ଅନୁଗୁଳ: ସାତକୋଶିଆର ମହାନଦୀ ଗଣ୍ଡରେ ବଢ଼ିଛି କୁମ୍ଭୀର ସଂଖ୍ୟା। ଗତବର୍ଷ ତୁଳନାରେ ଉଭୟ ଘଡ଼ିଆଳ ଓ ମଗର ସଂଖ୍ୟା ବୃଦ୍ଧି ପାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀ ଗଣ୍ଡର ଉତ୍ତମ ବାତାବରଣ କୁମ୍ଭୀର ସଂଖ୍ୟା ବଢ଼ିବାର କାରଣ ବୋଲି କୁହାଯାଇଛି। … Read More

ପୋଖରୀରେ ବୁଡ଼ିଗଲେ ଭାଇ-ଭଉଣୀ

ଯାଜପୁର ଟାଉନ : ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ ।  ଯାଜପୁର ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତ ସମସରପୁର ଗାଁର ଘଟଣା ।  ଖେଳିବାକୁ ଯାଇ ସାନଭାଇ ପୋଖରୀରେ ବୁଡିଯାଉଥିବା ଦେଖି ବଡ଼ ଭଉଣୀ ବଞ୍ଚେଇବାକୁ ଯାଇ ଉଭୟେ ଗାଁ ପୋଖରୀରେ ବୁଡ଼ି … Read More

ଚଳିତ ବଜେଟରୁ ଇନଫ୍ରାଷ୍ଟ୍ରକ୍ଚର, ରେଲୱେ, ରୁରାଲ ଡେଭଲପମେଣ୍ଟ ଆଦିରୁ ଓଡ଼ିଶା ଭଲ ଲାଭ ପାଇବ: ଧର୍ମେନ୍ଦ୍ର

କଟକ :  ଚଳିତ ବଜେଟରୁ ଓଡ଼ିଶା ଇନଫ୍ରାଷ୍ଟ୍ରକ୍ଚର , ରେଲୱେ, ରୁରାଲ ଡେଭଲପମେଣ୍ଟ ଆଦିରୁ ଓଡ଼ିଶା ଭଲ ଲାଭ ପାଇବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ମୁଖ୍ୟତ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଲାଭ ପାଇପାରିବ ଓଡ଼ିସା । ଗତଥର ଏଥିରେ୧୧ଲକ୍ଷ … Read More

ବିକୃତ କରିଦେଲେ ନରେନ୍ଦ୍ର ପୁଷ୍କରିଣୀ କଳାକୃତି, ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ : ନରେନ୍ଦ୍ର ପୁଷ୍କରିଣୀ କଳାକୃତିରେ ବୋଳି ଦେଲେ ମଇଳା । ବିକୃତ କରିଦେଲେ 55 ଦେବାଦେବୀଙ୍କ ମୁହଁ । ରାମ ସୀତା,ଲକ୍ଷ୍ମଣ ,ହନୁମାନଙ୍କ ପ୍ରତିମୂର୍ତ୍ତୀରେ କଳା ବୋଳି ଦେଇଛି କେହି ଦୁର୍ବୃତ୍ତ ।  ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଇଥିବା ନେଇ ଅଭିଯୋଗ … Read More

ଫାଟିଗଲା ଗ୍ୟାସ ବେଲୁନ, ନିଆଁ ଲାଗି ୩ ଗୁରୁତର

ସୁନ୍ଦରଗଡ : ଗ୍ୟାସ ବେଲୁନ ଫାଟି ୩ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ଧର୍ମଶାଳା ସ୍କୁଲ ନିକଟ ଅନୁକୂଳ ଚନ୍ଦ୍ର ବା ଜୟଗୁରୁ ମନ୍ଦିର ନିକଟରେ । ମନ୍ଦିରରେ ଏକ ବଡ ହିଲିୟମ ଗ୍ୟାସ ବେଲୁନ … Read More

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ, ପ୍ରତିବାଦରେ ଅଭିଭାବକଙ୍କ ଧାରଣା

ସାଲେପୁର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ । ଗିରଫଦାରୀକୁ ବିରୋଧ କରି କିଛି ଅଭିଭାବକଙ୍କ ଧାରଣା । କଟକ ସରପଡା ପଂଚାୟତ ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନାଁରେ ଏପରି ଅଭିଯୋଗ ଆସିଛି । ଜଣେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ … Read More

ନନ୍ଦନକାନନରେ ୮ ଦିନରେ ମଲେଣି ୫ ବଉଳା କୁମ୍ଭୀର

ବାରଙ୍ଗ : ୮ ଦିନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ । ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।  ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଦ୍ଵାରା ମୃତ ଓ ଜୀବିତ … Read More