ବନାଗ୍ନି ରୋକିବାକୁ ଗ୍ରୀଷ୍ମ ଋତୁ ପୂର୍ବରୁ ପଦକ୍ଷେପ ନେବ ବନବିଭାଗ
ଭୁବନେଶ୍ବର: ବନାଗ୍ନି ରୋକିବାକୁ ବନବିଭାଗର ବଡ଼ ପ୍ରସ୍ତୁତି । ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପଦକ୍ଷେପ ନିଆଯିବ । ଜାନୁଆରୀରେ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ଗତ ବର୍ଷ ଜାନୁୟାରୀ ୬୭୦ ପଏଣ୍ଟ ରେ ନିଆଁ … Read More
