ରାଖି ପୂର୍ଣ୍ଣିମାରେ ଜୟପୁରରୁ ମିଳିବ ସୁଭଦ୍ରାର ୩ୟ କିସ୍ତି

ଭୁବନେଶ୍ୱର: ଅଗଷ୍ଟ ୯ ତାରିଖରେ ମହିଳାଙ୍କୁ ରକ୍ଷା ବନ୍ଧନ ଉପହାର ଦେବେ ସରକାର। ସୁଭଦ୍ରା ଯୋଜନା ଅଧୀନରେ ମୋଟ ୧.୨୪ କୋଟି ମହିଳା ହିତାଧିକାରୀ ୫,୦୦୦ ଟଙ୍କାର ତୃତୀୟ କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କୋରାପୁଟର … Read More

ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ମାଟି ତଳୁ ବାହାରିଲା ୩୫ ଲକ୍ଷ ଟଙ୍କା

ମାଲକାନଗିରି : ମାଟି ତଳେ ୩୫ ଲକ୍ଷ ଟଙ୍କା । ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ୩୫ ଲକ୍ଷ ଟଙ୍କା ଜବତ କରିଛନ୍ତି ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ଚାଲିଥିବାବେଳେ ମାଟି ତଳେ ପୋତା ହୋଇଥିବା ପ୍ରାୟ ୩୫ ଲକ୍ଷ … Read More

ମହିଳା ଦୁଷ୍କର୍ମରେ ପ୍ରତିଯୋଗିତା କରୁଛନ୍ତି ବିଜେଡି-କଂଗ୍ରେସ: ବର୍ଷିଲା ଶାସକ ଦଳ

ଭୁବନେଶ୍ବର: ରାଜ୍ୟରେ ଏବେ ନାରୀ ନିର୍ଯାତନା, ଦୁଷ୍କର୍ମ ଭଳି ଖବର ଶୀର୍ଷରେ ରହିଥିବା ବେଳେ, ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଲଗାତାର ଏନେଇ ଏବେ ଘେରି ଆସୁଥିଲେ । କିନ୍ତୁ ବିଡମ୍ବନାର ବିଷୟ, ଗତ କିଛି ଦିନ … Read More

୧୭ ଲକ୍ଷ ଟଙ୍କା ପୁରସ୍କାର ରାଶିଥିବା ୪ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାର ବାସାଗୁଡା ଜଙ୍ଗଲ ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସର ଏନକାଉଣ୍ଟର ରେ ଦୁଇ ମହିଳା ମାଓବାଦୀ ସମେତ ୪  ଜଣ ହାର୍ଡକୋର ମାଓବାଦୀ ନିହତ … Read More

୧୨୦୦୦ କର୍ମଚାରୀଙ୍କୁ ବିଦା କରିବ ଟିସିଏସ୍

ନୂଆଦିଲ୍ଲୀ : ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟିସିଏସ୍ (ଟାଟା କନସଲଟାନ୍ସି ସର୍ଭିସେସ୍)ର କର୍ମଚାରୀମାନଙ୍କ ପାଇଁ ଏକ ଚିନ୍ତାଜନକ ଖବର । କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପ୍ରାୟ ୨ ପ୍ରତିଶତ … Read More

ଅମରେଶଙ୍କ ସସପେଣ୍ଡ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି

ଭୁବନେଶ୍ବର: ବାଲେଶ୍ୱରରୁ ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ପରେ ଦଳ ତାଙ୍କୁ ନିଲମ୍ବିତ କରିଛି । ଅମରେଶ ଜେନାଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା । ସେ କହିଛନ୍ତି ଯେ, … Read More

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ମାମଲା, ଚୁକ୍ତି ବାତିଲ ଆଘାତ ଦେଇଛି : ନବୀନ ପଟ୍ଟନାୟକ

ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାଲିତକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ତୀବ୍ର ପ୍ରତିକ୍ରିୟା । ଚୁକ୍ତି ବାତିଲ ଆଘାତ ଦେଇଥିବା କହିଛନ୍ତି ନବୀନ ପଟ୍ଟନାୟକ । ଡବଲ୍ ଇଞ୍ଜିନ ସରକାର ମେଟ୍ରୋ ରେଲ୍ ପରି ଗୁରୁତ୍ଵପୂର୍ଣ୍ଣ … Read More

ହ୍ୱାଟସଆପକୁ ଆସିଲା ଧମକ ବାର୍ତ୍ତା; “ନମସ୍କାର ମହାଶୟ, ମୁଁ ୨୪ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା କରିବି’’

ପାଟନା: ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଗତ ଶନିବାର ରାତିରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ ଧମକ ଆସିଥିବା ଅଜଣା ନମ୍ବରକୁ ଟ୍ରେସ୍ କରି ତଦନ୍ତ ଆରମ୍ଭ କରିବା ସହିତ ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି … Read More

ମୋଦିଙ୍କ ମନ କି ବାତ୍‌ରେ ସ୍ଥାନ ପାଇଲା କେନ୍ଦୁଝର ସଂକୀର୍ତ୍ତନ ମଣ୍ଡଳୀଠୁ ଆରମ୍ଭ କରି ମୟୂରଭଞ୍ଜର ସାନ୍ତାଳୀ ଶାଢୀ

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଆଜି ‘ମନ କି ବାତ’ର ୧୨୪ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଦେଶବାସୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗ ନେଇ ମୋଦି ନିଜର ମତ ରଖିଥିବା ବେଳେ ଏଥିରେ ଓଡିଶାର କେନ୍ଦୁଝର ଜିଲ୍ଲାର … Read More

ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା, ପାଣି ଘେରରେ ଲୋକେ

ବୈତରଣୀ ନଦୀରେ ମାଡ଼ି ଆସିଲା ବନ୍ୟା। ଜଳମଗ୍ନ ହୋଇ ରହିଛି ବ୍ୟାପକ ଅଞ୍ଚଳ । ପାଣି ଘେରରେ ରହିଛନ୍ତି ଲୋକେ। ଅନେକ ସ୍ଥାନରେ ରାସ୍ତାଘାଟ ବି ବିଛିନ୍ନ। ବ୍ୟାପକ ଚାଷଜମି ଜଳମଗ୍ନ। ଜଳସ୍ତର କିଛିଟା ହ୍ରାସ ପାଇଥିଲେ ହେଁ ବନ୍ୟାଜଳରୁ ମୁକୁଳି … Read More