ଭାରତ ଆଦୌ ଚିନ୍ତିତ ନୁହେଁ କି ଜବାବୀ କାର୍ଯ୍ୟାନୁଷ୍ଠାନ କରିବ ନାହିଁ
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ନେଇ ଭାରତରେ ପ୍ରବଳ ହୋହଲ୍ଲା ହେଉଥିବା ବେଳେ ଭାରତ ଆମେରିକା ବିରୁଦ୍ଧରେ କୌଣସି ପ୍ରତି ଶୁଳ୍କ ଲାଗୁ କରିବ ନାହିଁ ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ ଖବର ନେଇ ଜାତୀୟ ଗମମାଧ୍ୟମ ଇଣ୍ଡିଆ … Read More
