୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ

Spread the love

Spread the loveଦେବଗଡ଼: ଗଞ୍ଜେଇ ପରେ ଅଫିମ । ବଢ଼ୁଛି ବେଆଇନ ଅଫିମ ଚାଷ । ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରୁଛି ପୋଲିସ । ଦେବଗଡ଼ ଜିଲ୍ଲାରେ ପ୍ରାୟ ୨୫ କୋଟି ଟଙ୍କାର ଅଫିମ ଗଛ … Read More

ଛତିଆରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

Spread the love

Spread the loveଯାଜପୁର: ଯାଜପୁର ଜିଲ୍ଲା ଛତିଆର ପ୍ରସିଦ୍ଧ ରାଜଦୋଳ ମେଲଣ ମହୋତ୍ସବ ଅବସରରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ୫ଦିନ ବ୍ୟାପୀ ଚାଲିବ ଏହି ପ୍ରଦର୍ଶନୀ । ଚଳିତ ଥର ରାଜ୍ୟର ୩୦ଟି … Read More

ଟୋକନ ଅବଧି ସରିଗଲେ ମିଳିବ ଆହୁରି ୧୫ ଦିନ ସମୟ

Spread the love

Spread the loveଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ ବିଜେଡିର ଚାଷୀ ବଞ୍ଚାଓ ସମାବେଶର ଦିନକ ପରେ ମୁହଁ ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଚାଷୀଙ୍କର ସମସ୍ତ ଧାନ … Read More

ଚଳିତ ମାଟ୍ରିକ ପରୀକ୍ଷାର ସବୁଠୁ କୁନି ପରିକ୍ଷାର୍ଥୀ, ଉଚ୍ଚତା ମାତ୍ର ଦେଢ଼ ଫୁଟ

Spread the love

Spread the loveକାମାକ୍ଷାନଗର: ସବୁଠୁ କୁନି ପରିକ୍ଷାର୍ଥୀ । ଉଚ୍ଚତା ମାତ୍ର ଦେଢ଼ ଫୁଟ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଛାତ୍ରୀ ଜଣଙ୍କ ହେଲେ କାମାକ୍ଷାନଗର ବ୍ଲକ ମହୁଲପାଳ ସ୍ଥିତ ନିଗମାନନ୍ଦ ହାଇସ୍କୁଲର ସୁନିତା ନାୟକ । ସେ … Read More

ପାରାଦୀପ ବେଳାଭୂମିରେ ଲାଗିଲା ୨୦ ଫୁଟର ତିମିର ମୃତଦେହ

Spread the love

Spread the loveପାରାଦୀପ: ପାରାଦୀପ ଷଣ୍ଢକୁଦ ସମୁଦ୍ର କୂଳରେ ଲାଗିଲା ୨୦ ଫୁଟର ତିମି । ମାଛକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଲାଗିଥିଲା । ଏହି ବିରାଟକାୟ ତିମି ମାଛକୁ ଦେଖି କିଛି ଲୋକ ଭୟ କରିବା ସହିତ ଅନ୍ୟ … Read More

କିଶୋରୀଙ୍କୁ ମିଳିବ ସର୍ଭାଇକାଲ୍ କ୍ୟାନ୍ସର ଟୀକା, ୨୮ରୁ କାର୍ଯ୍ୟକ୍ରମର ଶୁଭାରମ୍ଭ

Spread the love

Spread the loveଭୁବନେଶ୍ୱର : କିଶୋରୀଙ୍କୁ ମିଳିବ ସର୍ଭାଇକାଲ୍ କ୍ୟାନ୍ସର ଟୀକା । ଆସନ୍ତା ୨୮ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୪ ବର୍ଷ ଯାଏ ଝିଅଙ୍କୁ ସିଙ୍ଗଲ୍ ଡୋଜ୍ ଦିଆଯିବ । ୧୪ରୁ ବାହାଘର … Read More

ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟଣାରେ ତାତିଲେ ଲୋକ, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା

Spread the love

Spread the loveଭୁବନେଶ୍ୱର:  ଭୁବନେଶ୍ୱର ଆଇଗିଣିଆରେ ହୋର୍ଡିଂ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ  ଘଟଣାରେ ତାତିଲେ ଲୋକ । ନ୍ୟାୟ  ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ୧୬ ନମ୍ବର  ଜାତୀୟ ରାଜପଥ ଅବରୋଧ କରିଥିଲେ ।  ଫଳରେ ରାସ୍ତାର ଉଭୟ … Read More

ଡ୍ରାଇଭିଂ ଶିଖିବା ବେଳେ ବୃଦ୍ଧଙ୍କ ଉପରେ ଚଢ଼ିଗଲା କାର୍

Spread the love

Spread the loveଯାଜପୁର : ଡ୍ରାଇଭିଂ ଶିଖିବା ହେଲା କାଳ । ବୃଦ୍ଧଙ୍କ ଉପରେ ଚଢ଼ିଗଲା କାର୍ । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ଗନ୍ଧଣ ପଞ୍ଚାୟତ ଦରକୁଣ୍ଡି ଗାଁରେ ଅଘଟଣ ଘଟିଛି । ମୃତକ … Read More

ସାପ ଗାତରେ ହାତ ପୁରାଇଦେଲା ନାବାଳକ, ଚାଲିଗଲା ଜୀବନ

Spread the love

Spread the loveଭଦ୍ରକ : ଖେଳୁ ଖେଳୁ ସାପ ଗାତରେ ହାତ ପୁରାଇଦେଲା ନାବାଳକ । ସାପ କାମୁଡାରେ ଗଲା ୫ ବର୍ଷର ନାବାଳକ ଜୀବନ । ଭଦ୍ରକ ଜିଲ୍ଲା ଆଗରପଡା ଥାନା ଗୋପୀନାଥପୁର ଗାଁରେ ଅଘଟଣ ଘଟିଛି । ମୃତ ନାବାଳକ … Read More

ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା

Spread the love

Spread the loveପାରାଦୀପ : ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପାରାଦୀପରେ ମୃତ ମହିଳାଙ୍କ ପରିଚୟ ମିଳିଲା । ମୃତ ଯୁବତୀଙ୍କ ଘର ତିର୍ତ୍ତୋଲରେ । ଭଡ଼ାଟିଆ ଅଣଓଡ଼ିଆ ଯୁବକ ହିଁ ହତ୍ୟାକାରୀ । ଲିଫ୍ଟ ଦେବା … Read More