Dead Body Death 1024x682 3 300x200 2

ବରମୁଣ୍ଡା ବସଷ୍ଟାଣ୍ଡରୁ ଅଜଣା ମୃତଦେହ ଉଦ୍ଧାର

Spread the love

ଭୁବନେଶ୍ୱର : ବରମୁଣ୍ଡା ବସଷ୍ଟାଣ୍ଡ ରେ ମୃତଦେହ। ବସଷ୍ଟାଣ୍ଡର ଆମ ବସ୍ ଡିପୋରୁ ମିଳିଲା ଅଜଣା ମୃତଦେହ । ବସ୍ ଯାତ୍ରୀ ନା କର୍ମଚାରୀ ତାଙ୍କର କିଛି ପରିଚୟ ମିଳିନାହିଁ । ମୃତକ ଜଣଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣରୁ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି ।

ମୃତକଙ୍କ ଶରୀର ପତଳା ଥିବା ଜଣାଯାଇଛି । ମୃତଦେହକୁ ନେଇ ପୋଲିସର ଛାନଭିନ ଚାଲିଛି । ଲୁଟ ଉଦ୍ଦେଶ୍ୟ ରେ ବା ମାରପିଟ୍ ହୋଇ ମୃତ୍ୟୁ ହୋଇଛି ତାହା ଷ୍ପଷ୍ଟ ହୋଇନାହିଁ । ବିଭିନ୍ନ ଦିଗକୁ ନେଇ ଭରତପୁର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *