କୂଅ ଖୋଳା ବେଳେ ମାଟି ଅତଡ଼ା ଧସି ୫ ଶ୍ରମିକ ମୃତ
Spread the loveମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ପନ୍ନା ଜିଲ୍ଲା ଅଜୟଗଢ ଥାନା ଅଞ୍ଚଳରେ ବଡ଼ ଅଘଟଣ । ଅଜୟଗଢ ଥାନା ଅନ୍ତର୍ଗତ ଗ୍ରାମ ବିହାରପୁରୱାରେ ନିର୍ମାଣାଧୀନ କୂଅ ଧସିବା ଯୋଗୁଁ ୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ସମସ୍ତ ଶ୍ରମିକ ଖୋଳା … Read More
