ସିଡ୍‌ନି ଟେଷ୍ଟ୍‌: ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୧୪୧/୬

Spread the love

Spread the loveସିଡ୍‌ନି: ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟ ସିଡ୍‌ନିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଦୁଇ ଦିନର ମ୍ୟାଚ୍ ଶେଷ ହୋଇଛି। ଏହା ସହତ ଟିମ୍ ଇଣ୍ଡିଆ ୧୪୫ ରନ୍‌ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ … Read More

୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଭାଇ ଗିରଫ

Spread the love

Spread the loveଭଦ୍ରକ: ଭଦ୍ରକ ଟାଉନ ଥାନା ପୋଲିସକୁ ସଫଳତା । ଚରମ୍ପା ଗୁଣ୍ଠୁଣିଆ ବଜାରରେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ବ୍ରାଉନ ସୁଗାର କାରବାର କରି ଆସୁଥିବା ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । … Read More

ଆଇଏଏସ ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

Spread the love

Spread the loveଭୁବନେଶ୍ୱର : ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ନିଯୁକ୍ତ ହେଲେ ମନୋଜ ସାହୁ । 1996 ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ମନୋଜ ସାହୁ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ … Read More

ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା

Spread the love

Spread the loveକେନ୍ଦ୍ରାପଡା: ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ମନା ଭିତରକନିକା । କୁମ୍ଭୀର ଗଣନା ପାଇଁ ଆସନ୍ତା ୧୪ରୁ ୨୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ ନେଇ ସୂଚନା ଦେିଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ । ତେବେ … Read More

ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି

Spread the love

Spread the loveଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ଏହି ପର୍ଯ୍ୟାୟରେ ୨୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ତା’ ମଧ୍ୟରେ ରହିଛି ପୂର୍ବତନ ଲୋକସଭା ସାଂସଦ … Read More

ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ କିସ୍ତି

Spread the love

Spread the loveଭୁବନେଶ୍ବର: ବଢିଲା ସୁଭଦ୍ରା ଯାଞ୍ଚ ସମୟ । ଏବେ ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଆଜି ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା … Read More

ପାଣିକୋଇଲି ପଣ୍ଡା ଅଳଙ୍କାରରେ ବନ୍ଧୁକ ଫୁଟାଇ ଲୁଟ ଉଦ୍ୟମ, ୨ ମୃତ, ଦୁଇ ଅଭିଯୁକ୍ତ ଅଟକ

Spread the love

Spread the loveଯାଜପୁର/ରୋଡ଼/ଟାଉନ : ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଆଜି ମଧ୍ୟାହ୍ନ ରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି l ଡକାୟତଙ୍କ ଗୁଳିରେ ଦୋକାନର ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି l ତେବେ ପରେ … Read More

ନିଯୁକ୍ତ ହେବେ ଆଉ ୨ ହଜାର ଟ୍ରାଫିକ୍ ପୋଲିସ୍

Spread the love

Spread the loveଭୁବନେଶ୍ବର: ଚଳିତ ବର୍ଷ ୫୦୦ ଟ୍ରାଫିକ ପୋଲିସଙ୍କୁ ମିଳିବ ନିଯୁକ୍ତି । ଟ୍ରାଫିକ ସମସ୍ୟା ପାଇଁ ଆଉ ଅଧିକ ୨୦୦୦ ଟ୍ରାଫିକ୍ କର୍ମଚାରୀ ପୋଷ୍ଟ ବାହାରକରାଯିବ । ଖାଲି ସେତିକି ନୁହେଁ ଘରୋଇ ବସ ମାନଙ୍କରେ ମଧ୍ୟ ଦୁର୍ଘଟଣାରୁ … Read More

୮ରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Spread the love

Spread the loveଭୁବନେଶ୍ବର: ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୮ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ଏହାପରେ ତା ପରଦିନ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । … Read More

ରାଜ୍ୟ ବଜେଟ୍‌ ପାଇଁ ଜନସାଧାରଣ ଦେଇପାରିବେ ମତାମତ: ଅର୍ଥ ବିଭାଗ

Spread the love

Spread the loveଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୪-୨୫ ସରିସରି ଆସୁଥିବା ‌ବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ ଟଙ୍କା ଦେବେ ଏନେଇ ଏଥି ପାଇଁ … Read More