ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ମାଓବାଦୀ ନିହତ, ଜଣେ ଯବାନ ସହିଦ

Spread the love

Spread the loveମାଲକାନଗିରି: ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଅପରେସନ ବେଳେ ଜଣେ ଯବାନ ମଧ୍ୟ ସହିଦ … Read More

ପୋଲିସ ବାବୁଙ୍କ ଘରେ ଭଡ଼ାରେ ଚାଲିଥିଲା ବେଆଇନ ବାଣ ଗୋଦାମ, ବିପୁଳ ପରିମାଣର ବାଣ, ବାରୁଦ ଜବତ

Spread the love

Spread the loveପୁରୀ : ପୋଲିସ ବାବୁଙ୍କ ଘରେ ଭଡ଼ାରେ ଚାଲିଥିଲା ବେଆଇନ ବାଣ ଗୋଦାମ । ଦୀର୍ଘ ୨ ବର୍ଷ ହେବ ଚାଲିଥିଲା ବାଣ ଗୋଦାମ । ଏକଥାର ଟେର ପାଇନଥିଲେ କେହି । ପୁରୀ କୁମ୍ଭାରପଡ଼ା ବାଡା ସାହି କନକଦୁର୍ଗା … Read More

ଆୟୁଷ ଡାକ୍ତରଙ୍କ କଳାବ୍ୟାଜ୍‌ ଧାରଣ, ୨୭ରୁ କାର୍ଯ୍ୟବନ୍ଦ କରି ଦେବେ ଧାରଣା

Spread the love

Spread the loveଭୁବନେଶ୍ବର: ଆସନ୍ତା ୨୬ ତାରିଖ ମଧ୍ୟରେ ସରକାର ଆୟୁଷ ଡାକ୍ତରଙ୍କ ଦାବି ପୂରଣ ନକଲେ ୨୭ରୁ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୪୮୫ ଆୟୁଷ ଡାକ୍ତର। ଏହି ପରିପ୍ରେକ୍ଷୀରେ ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଡାକ୍ତର … Read More

ଭାରତ ସରକାରଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ‘ଏକ୍ସ’

Spread the love

Spread the loveବେଙ୍ଗାଲୁରୁ: ଏଲୋନ ମସ୍କଙ୍କ କମ୍ପାନୀ ଏକ୍ସ କର୍ପୋରେସନ କର୍ଣ୍ଣାଟକ ହାଇକୋର୍ଟରେ ଭାରତ ସରକାରଙ୍କ ବିରୁଦ୍ଧରେ ଏକ ପିଟିସନ ଦାଖଲ କରିଛି। ସେ ଭାରତ ସରକାରଙ୍କ ଆଇଟି ଆଇନର ଧାରା ୭୯(୩)(ଖ) ଉପରେ ପ୍ରଶ୍ନ ଉଠାଇଛନ୍ତି। କମ୍ପାନୀ କହିଛି ଯେ … Read More

ଆବାସ ସର୍ଭେ କରିବାକୁ ଗାଁକୁ ଯାଇଥିଲେ ଡବ୍ଲୁଇଓ, ମରଣାନ୍ତକ ଆକ୍ରମଣ କଲେ ୨ ଯୁବକ

Spread the love

Spread the loveଉଦଳା: ଗାଁକୁ ଆବାସ ସର୍ଭେ କରିବାକୁ ଯାଇଥିଲେ ସରକାରୀ ଅଧିକାରୀ । ହେଲେ ତାଙ୍କ ସହ ଗାଁରେ ଏମିତି କିଛି ଘଟିବ ସେ ଭାବିନଥିଲେ । ଡବ୍ଲୁଇଓଙ୍କ ଉପରେ ଅଶାଳୀନ ଗାଳିଗୁଲଜ ସହ ନିର୍ଘାତ ମାଡ଼ ବର୍ଷିଥିଲା । ଠୋ … Read More

ନବ ଦାସ ହତ୍ୟା ମାମଲା, କ୍ରାଇମ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ର ଅନୁଧ୍ୟାନ

Spread the love

Spread the loveଝାରସୁଗୁଡା: ନବ ଦାସ ହତ୍ୟା ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚର ଖୋଳତାଡ଼ । କ୍ରାଇମ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ ଅନୁଧ୍ୟାନ ଆରମ୍ଭ କରିଛି । ବ୍ରଜରାଜନଗର ଗାନ୍ଧୀ ଛକରେ କ୍ରାଇମ ସ୍ପଟ୍‌ ଦେଖି ତଦନ୍ତ କରିଛି ଟିମ୍‌ । ସେପଟେ … Read More

ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

Spread the love

Spread the loveଭୁବନେଶ୍ୱର : ବିଧାନସଭାରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟଭାଗରେ ନାରାବାଜି । ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା ।  ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ କଂଗ୍ରେସ … Read More

ଦିଲ୍ଲୀର ୩ ମନ୍ଦିର ଉପରେ ବୁଲଡୋଜର ଆକ୍ସନ ବନ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

Spread the love

Spread the loveନୂଆଦିଲ୍ଲୀ : ଦିଲ୍ଲୀର ତିନିଟି ମନ୍ଦିର ଉପରେ ବୁଲଡୋଜର ଚଳାଇବା ବିରୋଧରେ ଆଗତ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି। ବିଳମ୍ବିତ ରାତିରେ ଦାୟର କରାଯାଇଥିବା ଆବେଦନକୁ … Read More

ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗ, ରାଜା ଚକ୍ରଙ୍କ ସହଯୋଗୀ ସୁଶାନ୍ତ ସାମଲ ଗିରଫ

Spread the love

Spread the loveକେନ୍ଦୁଝର: ରାଜା ଚକ୍ରଙ୍କ ସହଯୋଗୀ ଗିରଫ । ସୁଶାନ୍ତ ସାମଲକୁ କେନ୍ଦୁଝରରୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ସୁଶାନ୍ତ ରାଜା ଚକ୍ରଙ୍କ କୋଟି କୋଟି ଟଙ୍କା ବିଭିନ୍ନ ସ୍ଥାନରେ ଲୁଚାଇ ରଖିବାରେ ସହଯୋଗ କରିଥିଲେ । ବେନାମୀ ସମ୍ପତ୍ତି … Read More

ଭାରତ ଏଆଇ ମିଶନ – ବିଲ୍ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ହେବ ବୁଝାମଣା

Spread the love

Spread the loveନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ ଏଆଇ ମିଶନ ଓ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଖୁବ୍ ଶୀଘ୍ର ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ନୂଆଦିଲ୍ଲୀରେ … Read More