ଘୁ.ଉଦୟଗିରିରେ ୩ ଦିନ ଧରି ତୁଷାରପାତ ଜାରି: ତାପମାତ୍ରା ୫ ଡିଗ୍ରିକୁ ଖସିଲା
Spread the loveଘୁ.ଉଦୟଗିରି: ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଘୁ.ଉଦୟଗିରିରେ ଦିନକୁ ଦିନ ତାପମାତ୍ରା ନିମ୍ନଗାମୀ ହେବା ସହ ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି । ହାତଗୋଡ଼ କୋଲ ମାରୁଛି । … Read More
