କେନ୍ଦୁପତ୍ର ହିତାଧିକାରୀଙ୍କ କଲ୍ୟାଣ ପାଇଁ ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା’

Spread the love

Spread the loveଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର, ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କ। ଲାଭାଂଶ ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି। … Read More

ପାକିସ୍ତାନ ଉପରେ ନାହିଁ ଚୀନର ଭରସା, ମୁତୟନ କଲା ନିଜସ୍ୱ ସୁରକ୍ଷାବାହିନୀ

Spread the love

Spread the loveଲାହୋର: ପାକିସ୍ତାନରେ ଚୀନ୍ ଇଞ୍ଜିନିୟର ଏବଂ ଶ୍ରମିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚୀନ୍ ମଧ୍ୟ ଚିନ୍ତିତ ହୋଇପଡିଛି । ସୂତ୍ରରୁ ଜଣାପଡିଛି ଯେ ପ୍ରଥମ ଥର ପାଇଁ, ଚୀନ ଏହାର ପ୍ରକଳ୍ପଗୁଡ଼ିକର ସୁରକ୍ଷା ପାଇଁ ପାକିସ୍ତାନରେ ଘରୋଇ … Read More

କଂଗ୍ରେସ ବିରୋଧରେ ସୁନା ଇଟା ଧରି ବିରୋଧ ପ୍ରଦର୍ଶନ କଲା BRS

Spread the love

Spread the loveହାଇଦ୍ରାବାଦ,୨୬।୩: ବୁଧବାର ତେଲଙ୍ଗାନା ବିଧାନ ପରିଷଦରେ କଂଗ୍ରେସ ସରକାରଙ୍କ ବିରୋଧରେ ଭାରତ ରାଷ୍ଟ୍ର ସମିତି (BRS)ର ଜଣେ MLC ଏକ ଅନନ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ସେ ପ୍ରତୀକାତ୍ମକ ସୁନା ଇଟା ଦେଖାଇଥିଲେ ଯାହା ଉପରେ ତେଲୁଗୁ, ହିନ୍ଦୀ … Read More

ପିଲାଙ୍କ ବୁଦ୍ଧି ଭ୍ରଷ୍ଟ କରୁଛି ଭିଡିଓ ଗେମ୍: ସହପାଠୀଙ୍କ ୧୦ ଟଙ୍କାର ଚ୍ୟାଲେଞ୍ଜରେ ହାତ କାଟିଦେଲେ ୪୦ ଛାତ୍ର

Spread the love

Spread the loveଗୁଜରାଟ,୨୬।୩: ମାତ୍ର ୧୦ ଟଙ୍କା ପାଇଁ ସହପାଠୀଙ୍କ ପ୍ରରୋଚନାରେ ହାତ କାଟିଦେଲେ ୪୦ ସ୍କୁଲ ଛାତ୍ର। ଏଭଳି ଏକ ବିଚିତ୍ର କାଣ୍ଡ ଘଟିଛି ଗୁଜରାଟର ମୋଟା ମୁଞ୍ଜିଆସର ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣା ଏକ ଭିଡିଓ ଗେମକୁ କେନ୍ଦ୍ରିତ … Read More

ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ମିଆଁମାର ସୀମା ସ୍ଥିରତା ଉପରେ କଲେ ଆଲୋଚନା

Spread the love

Spread the loveନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିବା ସହ ମିଆଁମାର ସୀମା ସ୍ଥିରତା ଉପରେ ଆଲୋଚନା କରିଛନ୍ତି। ଜୁଲି ବିଶପ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଗତବର୍ଷ ଏପ୍ରିଲରେ, ଜାତିସଂଘ ମହାସଚିବ ଆଣ୍ଟୋନିଓ … Read More

ଶାହାଙ୍କ ବିରୋଧରେ ସ୍ଵାଧିକାର ପ୍ରସ୍ତାବ ଆଣିଲା କଂଗ୍ରେସ

Spread the love

Spread the loveନୂଆଦିଲ୍ଲୀ : କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ବୁଧବାର ସଂସଦରେ ସ୍ଵାଧିକାର ପ୍ରସ୍ତାବ ଆଗତ କରିଛି। କେନ୍ଦ୍ରମନ୍ତ୍ରୀ ଶାହା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ … Read More

ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ଦେଲେନାହିଁ ବାଚସ୍ପତି

Spread the love

Spread the loveନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ଅଭିଯୋଗ କରିଛନ୍ତି ଯେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଗୃହରେ କହିବାକୁ ଦେଇନଥିଲେ। ମହାକୁମ୍ଭ ଏବଂ ବେକାରୀ ପ୍ରସଙ୍ଗରେ ସେ କିଛି କହିବାକୁ ଚାହୁଁଥିଲେ ବୋଲି … Read More

ଦୁଷ୍କର୍ମ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ଲାଗିଲା ରୋକ

Spread the love

Spread the loveନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ରୋକ ଲଗାଇବା ସହ ଏହି ରାୟ ସମ୍ବେଦନଶୀଳତାର ଅଭାବ ଦର୍ଶାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶରେ କୁହାଯାଇଛି ଯେ ସ୍ତନ ସ୍ପର୍ଶ କରିବା କିମ୍ବା … Read More

ପ୍ରତିବାଦର ଆଉ ଏକ ନୂଆ ଉପାୟ ଆପଣାଇଲେ କଂଗ୍ରେସ ବିଧାୟକ, ଚା’ ପିଇ କଲେ ପ୍ରତିବାଦ

Spread the love

Spread the loveଭୁବନେଶ୍ବର : ଦିନ ତମାମ ଆନ୍ଦୋଳନ ଧସ୍ତାଧସ୍ତି ପରେ ବି ସଂଧ୍ୟାରେ ଆଉ ଏକ ଅଭିନବ ପନ୍ଥା ଆପଣାଇଛନ୍ତି କଂଗ୍ରେସ ବିଧାୟକ । ସମାନ ରଙ୍ଗର ଟି ସାର୍ଟ ପିନ୍ଧି ହୋଟେଲ ମେ ଫେୟାରରେ ଏକତ୍ର ଚା ପିଇଛନ୍ତି … Read More

ବୁଲାଗୋରୁଙ୍କ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ, ରାସ୍ତାରେ ଚାଲିଚାଲି ବୁଝିଲେ ସମସ୍ୟା

Spread the love

Spread the loveନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବୁଧବାର ପୁରା ଆକ୍ସନ ମୋଡରେ ଦେଖିବାକୁ ମିଳିଛି। ଦିଲ୍ଲୀର ସଡ଼କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ହଠାତ ଅଟକିବା ପରେ ତାଙ୍କୁ ଚାଲି ଚାଲି ଯିବାର ଦେଖିବାକୁ ମିଳିଥିଲା। ପୀତମପୁରାରେ ରେଖା … Read More